କେରଳରେ ମୁସ୍ଲିମ ସଂଗଠନ ଆରଏସଏସର କାର୍ଯ୍ୟକର୍ତ୍ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି?

କେରଳରେ ବିଧାନସଭା ନିର୍ବାଚନ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫଟୋ ପୋଷ୍ଟ ହେଉଥିବାର ଦେଖାଯାଉଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆରଏସଏସ ୟୁନିଫର୍ମରେ ଦୁଇଜଣ ବ୍ୟକ୍ତିଙ୍କୁ ବାନ୍ଧୀ ଏକ ମୁସ୍ଲିମ ଗୋଷ୍ଠୀ ନେଇ ଯାଉଥିବାର ଦେଖାଯାଉଛନ୍ତି।  ଦାବି କରାଯାଉଛି ଯେ, “କେରଳରେ, ପିଏଫଆଇ ଆତଙ୍କବାଦୀ ସଂଗଠନ ବିଶ୍ୱର ସର୍ବବୃହତ ସଂଗଠନ ଆରଏସଏସର କାର୍ଯ୍ୟକର୍ତ୍ତାଙ୍କ ହାତ ବନ୍ଧି ବଜାରରେ ବୁଲାଉଛନ୍ତି, ବର୍ତ୍ତମାନ ସୁଦ୍ଧା ଜଣେ ବାମପନ୍ଥୀ ଏହା ବିରୁଦ୍ଧରେ କହିବେ ନାହିଁ!   […]

Continue Reading

କ’ଣ ସରକାରି କର୍ମିଚାରି ଲୋକ ଦେଖାଣିଆ କୋରୋନା ଟିକା ନେବାର ବାହାନା କରୁଛନ୍ତି? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସରକାରୀ କର୍ମିଚାରି  କୋରୋନା ଟୀକା ନେଉଥିବାର ବାହାନା କରୁଥିବା ଦେଖିବାକୁ ମିଳିଛି। ଅନେକ ଲୋକ ଏହି ଭିଡିଓ ସେୟାର କରୁଛନ୍ତି ଯେ ଏହି ଦୁଇ ସରକାରୀ କର୍ମଚାରୀ ଟୀକାକରଣ ନେଇ ନାହାଁନ୍ତି ବରଂ କ୍ୟାମେରା ଆଗରେ ଛଳନା କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  22 ଜାନୁଆରିରେ Jay Naveen ନାମକ ଜଣେ ଫେସବୁକ ୟୁଜର […]

Continue Reading