କ’ଣ ତ୍ରିନାମୂଳ କଂଗ୍ରେସ ପ୍ରାର୍ଥୀନୀ ସାୟୋନି ଘୋଷ ହିନ୍ଦୁ ମାନଙ୍କୁ ଭୟ କରି ଦଉଡି ପଳାଉଛନ୍ତି? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପଶ୍ଚିମବଙ୍ଗ ତ୍ରିନାମୂଳ କଂଗ୍ରେସ ପ୍ରାର୍ଥୀନୀ ସାୟୋନି ଘୋଷଙ୍କୁ ଦଉଡୁ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ଗୋଟିଏ ଗାଁ ପରିଦର୍ଶନ କରିବାକୁ ଯାଇଥିବା ସମୟରେ ତାଙ୍କ ଆଖ ପାଖରେ ଅନେକ ଲୋକ ଚାଲୁଥିବା ଦେଖିବାକୁ ମଧ୍ୟ ମିଳିଛି। ପୋଷ୍ଟର ଦାବି ଅନୁଯାୟୀ ସାୟୋନି ଘୋଷ ସେଠିକାର ଲୋକଙ୍କଠାରୁ ଭୟଭୀତ ହେଇ ଦଉଡି ପଳେଇଲେ। ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। […]
Continue Reading