3 ଏପ୍ରିଲରେ ଛତିଶଗଡର ବିଜେପୁର ନକ୍ସଲ ଆକ୍ରମଣରେ ଏହି 22 ଜଣ ଯବାନ ପ୍ରାଣ ହରାଇଛନ୍ତି?
ଛତିଶଗଡର ବିଜପୁରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 22 ସୈନିକ ସହିଦ ହୋଇଥିଲେ ଏବଂ 32 ଜଣ ଆହତ ହୋଇଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଜନସାଧାରଣ ମଧ୍ୟ ଶହୀଦ ସୈନିକମାନଙ୍କୁ ନିଜ ନିଜ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ କୋଲାଜ ମଧ୍ୟ ସେୟାର କରାଯାଉଛି, ଯେଉଁଥିରେ କିଛି ସୁରକ୍ଷା କର୍ମୀଙ୍କ ଫଟୋ ଅଛି ଏବଂ ସେମାନଙ୍କ ନାମ ଦିଆଯାଇଛି। ଏହି କୋଲାଜ ସହିତ ଦାବି […]
Continue Reading