କ’ଣ ଜବାହାରଲାଲ ନେହେରୁ ସୁଭାଷଚନ୍ଦ୍ର ବୋଷଙ୍କୁ ୱାର କୃମିନାଲ (ଯୁଧ୍ୟ ଅପରାଧୀ) ବୋଲି କହିଥିଲେ? ଜାଣନ୍ତୁ ସତ୍ୟ।
ନେତାଜିଙ୍କୁ ନେଇ ଅନେକ ବିବାଦ ବର୍ଷ ବର୍ଷ ଧରି ଲାଗି ରହିଛି। ନେତାଜୀଙ୍କ ମୃତ୍ୟୁ ଏବଂ ଅନେକ ବିଷୟ ନେଇ ଲୋକେ ସେ ସମୟର କଂଗ୍ରେସକୁ ଅଭିଯୋଗ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଏପରି ଗୋଟିଏ ବିବାଦୀୟ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଜବାହାରଲାଲ ନେହେରୁଙ୍କ ଦ୍ଵାରା ସେ ସମୟର ଇଂଲାଣ୍ଡଙ୍କ ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଏଟ୍ଲିଙ୍କୁ ଲେଖା ଯାଇଥିବା ଗୋଟିଏ ଚିଠିର ଫୋଟୋ ଅଛି। ଅନୁସନ୍ଧାନ ପରେ ଫେକ୍ଟ […]
Continue Reading