ପିଲାଟି ପଇସା ନଥିବା ଲୋକଙ୍କୁ ମାଗଣା ମାସ୍କ ବାଣ୍ଟୁଛି ?
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି,ଯେଉଁଥିରେ ଏକ ଛଟୋ ପିଲା ମାସ୍କ ବିକ୍ରି କରୁଛି। ଫଟୋ ସହ ଦାବି କରାଯାଉଛି ଯେ, ପିଲାଟି ଟଙ୍କା ନଥିବା ଲୋକଙ୍କୁ ମାଗଣାରେ ମାସ୍କ ଦେଉଛି, ତାଙ୍କ ମା ତାକୁ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 16 ଏପ୍ରିଲ Prasanta Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ […]
Continue Reading