କ’ଣ ମମତା ବାନେରିଜିଙ୍କ ଗୋଡ଼ ଦୁର୍ଘଟଣା ଏକ ପ୍ରହସନ ମାତ୍ର? ଜାଣନ୍ତୁ ସତ୍ୟ।

ବଙ୍ଗାଳ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜିଙ୍କର ଗୋଡ଼ ଆହତ ହେଇଥିଲା। ଏହା ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏହି ଘଟଣା ସମ୍ବନ୍ଧିତ ଫେକ୍ଟ କୃସେଣ୍ଡୋ ଓଡ଼ିଆ ପୂର୍ବରୁ ମଧ୍ୟ କିଛି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣିତ କରିଥିଆ।  ବର୍ତ୍ତମାନ ଏକ ନୂତନ ପୋଷ୍ଟ ସାମନାକୁ ଆସିଛି। ଏହି ପୋଷ୍ଟରେ ଦୁଇଟି ଫୋଟୋ ଅଛି। ପ୍ରଥମ ଫୋଟୋରେ ମମତା ବାନେର୍ଜି ୱ୍ହିଲ୍ ଚେୟାରରେ ବସିଛନ୍ତି ଏବଂ ତାଙ୍କ ଗୋଡ଼ରେ ବ୍ୟାଣ୍ଡେଜ ଲାଗିଛି। ଦ୍ଵିତୀୟ […]

Continue Reading

ଇଜିପ୍ଟର 2013 ବିରୋଧ ପ୍ରଦର୍ଶନ ଭିଡିଓକୁ “ମୁସ୍ଲିମାନେ ଶବ ନାଟକ କରି ଇସ୍ରାଇଲକୁ ବଦନାମ କରୁଥିବା” ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଇସ୍ରାଇଲ ଆତଙ୍କକୁ ନେଇ ଅନେକ ଖବର ପ୍ରକାଶିତ ହେଉଛି। ଏହିପରି 1 ମିନିଟର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ ତଳେ ସୋଇ ମୃତ ଶରୀର ନାଟକ କରୁଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଇସ୍ରାଇଲକୁ ବଦନାମ କରିବା ପାଇଁ ଜିବନ୍ତି ଲୋକଙ୍କୁ ଶବ କରିଛନ୍ତି ଏବଂ ବିଶ୍ୱକୁ ଜଣାଇବେ ଶହ ଶହ ମୁସଲିମ ପ୍ରାଣ ହରାଉଛନ୍ତି । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]

Continue Reading