2004 ଆମେରିକା ସୌନ୍ୟଙ୍କ ଇରାକ ମସଜିଦ୍ ଜବତ କରିବା ଭିଡିଓକୁ ଇସ୍ରାଏଲ୍ ସେନା ଅଲ-ଅକ୍ସା ମହଜିଦ୍ ଜବତ ଦାବିରେ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ଇସ୍ରାଏଲ ହିଂସା ଦାବିରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଇସ୍ରାଏଲ ସୈନ୍ୟମାନେ ଅଲ-ଅକ୍ସା ମସଜିଦକୁ କବଜାକୁ ନେଉଥିବାର ଦୃଶ୍ୟ । ଭିଡିଓରେ ସୈନ୍ୟମାନେ ମସଜିଦ ଉପରେ ଆକ୍ରମଣ କରୁଥିବାର ଦେଖାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। 17 ମଇରେ Rasmita Senapati ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଇଜ୍ରାଏଲ […]
Continue Reading