ଫନି ମହାବାତ୍ୟା 2019 ମସିହାର ଭିଡିଓକୁ ବର୍ତ୍ତମାନ ୟଶ ବାତ୍ୟା ତାଣ୍ଡବ ଦାବିରେ ଭାଇରାଲ କରାଯାଉଛି।

ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ସାମୁଦ୍ରିକ ଝଡ ୟଶ । ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଅଧିକ ବଢ଼ିବାରେ ଲାଗିଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ୟଶ ବାତ୍ୟାର ଭିଡିଓ ପୋଷ୍ଟ ହେଉଛି। ଯେଉଁଥିରେ  ବାତ୍ୟା ଭୟଙ୍କର ଦେଖାଯାଉଛି। ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ହସ୍ଟେଲ ସହିତ ଅନେକ ବଡ଼ବଡ଼ ଘର ଖସୁଥିବାର ଦେଖିବାକୁ ମିଳୁଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ପୁରୁଣା ବୋଲି […]

Continue Reading

କ’ଣ ଏହି ଭିଡିଓରେ ହିଟ୍ଳର ଭାଷଣ ଦେବା ସମୟରେ ଲୋକଙ୍କ ସାମନାରେ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ହିଟଲରଙ୍କ ଭାଷଣର ଏକ ସଂକ୍ଷିପ୍ତ କ୍ଲିପ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ସେ ଲୋକଙ୍କ ସାମନାରେ କାନ୍ଦୁଛନ୍ତି। ଏହି ଭାଇରାଲ ସଂକ୍ଷିପ୍ତ କ୍ଲିପ୍ ରେ ହିଟଲର କହୁଛନ୍ତି “ମୋର ହୃଦୟର ଗଭୀରତମରୁ ମୁଁ ବର୍ତ୍ତମାନ ମଧ୍ୟ” ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  ୨୨ ମଇରେ ଜଣେ ଫେସବୁକ ୟୁଜର “ହିଟଲର ଭି କାନ୍ଦିଥିଲା” ଲେଖି ଏହି ଭିଏଅ ପୋଷ୍ଟ କରିଛନ୍ତି।  Facebook | […]

Continue Reading

କ’ଣ ଭାରତର ସମଭିଦାନରେ ଧାରା ୩୦(କ) ଅନ୍ତର୍ଗତ ହିନ୍ଦୁ ମାନେ କୌଣସି ଶିକ୍ଷା ଅନୁଷ୍ଠାନରେ ବେଦ, ଗୀତା ଇତିୟାଦୀ ପଢାଇ ପାରିବେ ନାହିଁ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମ ଦେଶର ସମ୍ବିଧାନର ଧାରା ୩୦ ଅନ୍ତର୍ଗତ ମୁସଲିମ ମାନେ ମଦରସାରେ କୁରାନ ପଢାଇ ପାରିବେ କିନ୍ତୁ ସମ୍ବିଧାନର ଧାରା ୩୦(ଏ) ଅନ୍ତର୍ଗତ ହିନ୍ଦୁ ମାନଙ୍କୁ ଏହି ସୁବିଧାରୁ ନିଲମ୍ବିତ କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୯ ମଇରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଗୋଟିଏ […]

Continue Reading