ରାହୁଲ ଗାନ୍ଧୀ ଏବଂ ରାଜିବ ଗାନ୍ଧୀ ଇନ୍ଧିରା ଗାନ୍ଧୀଙ୍କ ଶବ ପାଖରେ କଲମା ପଢ଼ୁଛନ୍ତି ?

 ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ରାହୁଲ ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ନରସିଂହ ରାଓଙ୍କୁ ଦେଖିବାକୁ ମିଳୁଛି।  ଭାଇରାଲ ଫଟୋରେ ରାହୁଲ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ମୁସ୍ଲିମ ଧର୍ମ ପରି ହାତ ଜୋଡ଼ିଛନ୍ତି ଏବଂ  ନରସିଂହ ରାଓ ହିନ୍ଦୁ ଧର୍ମ ପରି ହାତ ମିଳାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ଏହି ଫଟୋ ଇନ୍ଦିରା ଗାନ୍ଧୀଙ୍କ ଶବଦାହ ସମୟର ଅଟେ। ଯେଉଁଠାରେ ତାଙ୍କ ପୁଅ ରାଜୀବ ଗାନ୍ଧୀ ଏବଂ ନାତି […]

Continue Reading

କ’ଣ କେରଳରେ କମ୍ୟୁନିଷ୍ଟ ସରକାର ଆସିଲା ପରେ ବର୍ତ୍ତମାନ ଗାଈ ଗୋବର ଏବଂ ମୁତ୍ରରୁ ଉତ୍ପାଦନ ହୋଇଥିବା ପଞ୍ଚଗଭଯ ଔଷଧ ବିକ୍ରୟ ହେଉଛି? ଜାଣନ୍ତୁ ସତ୍ୟ।

କୋଭିଡ ବିସ୍ତାର କରିବା ପରେ ଏହାର ଉପଶମ ସମ୍ବନ୍ଧୀୟ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖା ଯାଇଥିଲା। ଏହା ମଧ୍ୟରୁ କୋଭିଡ ଉପଶମ ପାଇଁ ଗାଈ ଗୋବର ଏବଂ ମୁତ୍ରର ବ୍ୟବହାର ବିଷୟ ନେଇ ଅନେକ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଅଛି ଯେ କେରଲ ସରକାର ଗୌମୁତ୍ରର ଅନେକ ଥର ଥଟା କରି ସାରିଲା ପରେ ପଞ୍ଚଗଭ୍ୟ ନାମକ […]

Continue Reading