ବର୍ତ୍ତମାନ ବଢ଼ିଥିବା ତେଲ ଦରକୁ ନେଇ ରାଜନାଥ ସିଂ ନିଜ ଦଳ ବିରୋଧରେ ଆନ୍ଦୋଳନ କରୁଛନ୍ତି ?

ସୋସିଆଲ ମିଡିଆରେ ପେଟ୍ରୋଲ ଦରକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ ରାଜନାଥ ସିଂହଙ୍କ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ, ପେଟ୍ରୋଲ ଡିଜେଲ ଦାର କମ କରିବା ନେଇ ଧାରଣା ଦେଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବା କରାଯାଉଛି ଯେ, ପେଟ୍ରୋଲ ଦର ବୃଦ୍ଧିକୁ ନେଇ ନିଜ ଦଳ ବିରୋଧରେ ରାଜନାଥ ସିଂହ ଆନ୍ଦୋଳନ କରୁଛନ୍ତି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଇଥିବାର ପାଇଲୁ।   […]

Continue Reading

ଏହି ଓଡ଼ିଆ ଝିଅମାନେ ଓଡ଼ିଆ ଗୀତରେ ନାଚୀ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଆଣିଛନ୍ତି ?

ସୋସିଆଲ ମିଡିଆରେ ତିନି ଜଣ କୁନି ଝିଅର ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଓଡ଼ିଶାର ଏହି ତିନି ଜଣ ଝିଅଙ୍କର ଅନ୍ତର୍ଜାତିୟ ସ୍ତରରେ ବଡ଼ ସଫଳତା। ଭାଇରାଲ ଭିଡିଓରେ ଓଡ଼ିଆ ଗୀତ ବାଜୁଥିବାର ଶୁଣା ଜାଉଛି। ଅର୍ଥାତ୍ ତିନି ଜଣ ଝିଅ ଓଡ଼ିଆ ଗୀତରେ ନାଚୁଥିବା ଭଳି ମନେ ହଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 30 ଜୁନରେ Dharanidhar Tripathy ନାମକ […]

Continue Reading