କ’ଣ ମୁସଲମାନ ମାନେ କେରଳର ୬ ଗୋଟି ଜିଲ୍ଲାକୁ ନିଜର ଦେଶଘୋଷଣା କରି ସେନା ତିଆରି କରି ସାରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମେଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ମିଳିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ସବୁଜ ରଙ୍ଗ ୟୁନିଫର୍ମ ପିନ୍ଧି ଲୋକଙ୍କ ବିଶାଳ ସମୂହ ମଳୟାଲାମ ଭାଷାରେ ପ୍ରତିଶ୍ରୁତି ନେଉହାନ୍ତି ଏବଂ ସେଲୟୁଟ କରୁଛନ୍ତି। ପୋଷ୍ଟର ଦାବି ଅନୁଯାୟୀ କେରଳରେ ମୁସଲମାନ ମାନେ ୬ ଗୋଟି ଜିଲ୍ଲାକୁ ନିଜର ଦେଶରେ ପରିଣତ କରି ତାଙ୍କ ରାଷ୍ଟ୍ରପତିଙ୍କ ମଧ୍ୟ ଚୟନ କରି ସାରିଛନ୍ତି। ଏହା ସହିତ ସେମାନେ ଏକ ସେନା ମଧ୍ୟ ତିଆରି କରିଛନ୍ତି। ଧୀରେ […]

Continue Reading

ହସ୍ପିଟାଲ ବେଡରେ ବନ୍ଧା ହୋଇ ବସିଥିବା ବୃଦ୍ଧ ବ୍ୟକ୍ତି ସମାଜସେବି ଷ୍ଟାନ ସ୍ୱାମୀ ଅଟନ୍ତି ?

ସୋସିଆଲ ମିଡିଆରେ ଏକ ବୃଦ୍ଧ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋ ସହ ଦାବି କରାଯାଇଛି ଯେ, ଭାଇରାଲ ଫଟୋ 84 ବର୍ଷର ବୃଦ୍ଧ ରୁଗ୍ନ ସାମାନଜିକ କର୍ମୀ ଷ୍ଟାନ ସ୍ୱାମୀଙ୍କ ଫଟୋ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  6 ଜୁଲାଇରେ Rasmi Ranjan Jena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏହା […]

Continue Reading

କ’ଣ ରଞ୍ଜନ ଗୋଗୋଇ ବିଭିନ୍ନ ଧର୍ମର ପର୍ବ ପାଳନ କରିବା ସମ୍ବନ୍ଧ ନେଇ ସମ୍ବିଧାନରେ ପରିବର୍ତନ କରିବା ବିଷୟରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଏକ ଟୁଇଟର ସ୍କ୍ରିନଶଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏଥର ଏହା ରଞ୍ଜନ ଗୋଗୋଇଙ୍କ ନାମର ଏକ ଟୁଇଟର ସ୍କ୍ରିନଶଟ୍ ଅଟେ। ପୂର୍ବରୁ ମଧ୍ୟ ଏହି ପରି ଅନେକ ପୋଷ୍ଟ ଫ୍ୟାକ୍ଟ କ୍ରିଷେଣ୍ଡୋ ଦ୍ଵାରା ମିଥ୍ୟା ବା ନକଲି ପ୍ରମାଣିତ ହୋଇଥିଲା। ତେଣୁ ଆମେ ଏହି ପୋଷ୍ଟ ପଛରେ ଥିବା ସତ୍ୟ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ କରିଲୁ।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading