ଜାପାନରେ ଲୋକମାନେ ଭାରତୀୟ ଗୀତରେ ସୂର୍ଯ୍ୟ ନମସ୍କାର କରୁଛନ୍ତି ? ଜାଣନ୍ତୁ ସତ୍ୟତା।
ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଦର୍ଶାଯାଇଛି ଯେ ଏଥିରେ ଭାରତୀୟ ଫ୍ଲାଗ ଡ୍ରେସ କୋଡରେ ଥିବା ଲୋକମାନେ ଜାପାନରେ ସୂର୍ଯ୍ୟ ନମସ୍କାର କରୁଛନ୍ତି। ଭାଇରାଲ ଭିଡିଓ ଜାପାନର ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 4 ଜୁଲାଇରେ Prasanta Nayak ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗର୍ବ ଅନୁଭବ କରନ୍ତୁ କି […]
Continue Reading