କ’ଣ ନବୀନ ସରକାର ଚର୍ଚ ଖୋଲିବା ଅନୁମତି ଦେଇଛନ୍ତି କିନ୍ତୁ ମନ୍ଦିର ଖୋଲିବାକୁ ଦେଉ ନାହାନ୍ତି? ଜାଣନ୍ତୁ ସତ୍ୟ।
କରୋନାକୁ ହରାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଲୋକଙ୍କୁ କୋଭିଡରୁ ସୁରକ୍ଷିତ ରଖିବା ପାଇଁ ସରକାର ଅନେକ କଠୋର ନିୟମ ପ୍ରଣୟନ କରିଛନ୍ତି ଯେ କୋଭିଡ ଲକଡାଉନ୍ ସମୟରେ ସମସ୍ତ ନିର୍ଦ୍ଦେଶାବଳି ପାଳନ କରାଯିବ। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉହୀ ଯେଉଁଥିରେ ଦାବି କରା ଯାଇଅଛି ଯେ ଓଡ଼ିଶା ରାଜ୍ୟ ସରକାର କୋଭିଡ କଟକଣା ସମୟରେ ଚର୍ଚ ଖୋଲିବା ଅନୁମତି ଦେଇଛନ୍ତି ଏବଂ ଚର୍ଚରେ ବର୍ତ୍ତମାନ ପ୍ରାର୍ଥନା ସଭା ମଧ୍ୟ […]
Continue Reading