ରୋହିଙ୍ଗା ମାନେ ମୁସ୍ଲିମ୍ ଦେଶ ଛାଡ଼ି ଭାରତକୁ ଆସୁଥିବାର ଏହି ଦୃଶ୍ୟ କି ?
ସୋସିଆଲ ମିଡିଆରେ ରୋହିଙ୍ଗା ଏବଂ ମୁସ୍ଲିମମାନଙ୍କୁ ନେଇ ଅନେକ ଖବର ଭାଇରାଲ ହୁଏ। ଏଥିମଧ୍ୟରେ ଅନ୍ୟ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସହ ସହ ଲୋକମାନେ ଆସୁଥିବାର ଦେଖା।ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରୋହିଙ୍ଗାମାନେ ମୁସ୍ଲିମ ଦେଶକୁ ଛାଡ଼ି ଭାରତକୁ ଆସୁଛନ୍ତି। ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ। 8 ଜୁଲାଇରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ […]
Continue Reading