ଏହି ଭିଡିଓରେ ମାଙ୍କଡ ଏବଂ ବୃଦ୍ଧ ମହିଳାଙ୍କ ମଧ୍ୟରେ କାହାଣୀର ବାସ୍ତବତା କ’ଣ? ଜାଣନ୍ତୁ ସତ୍ୟ।

ପଶୁ ଏବଂ ମଣିଷ ମଧ୍ୟରେ ଏକ ବିଶେଷ ସମ୍ପର୍କ ରହି ଆସିଛି। ସମୟ ସମୟରେ ଆମେ ଦେଖିଛୁ ଯେ ମଣିଷ ପଶୁ ମାନଙ୍କୁ ସୁରକ୍ଷା ଏବଂ ଭଲପାଇ ଆସିଛି ଏବଂ ବେଳେବେଳେ ପଶୁ ମାନେ ମଧ୍ୟ ମଣିଷ ମାନଙ୍କ ପ୍ରତି ସମାନ ସ୍ନେହ ପ୍ରଦଶନ କରନ୍ତି। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି ଯେଉଁଥିରେ ଆମେ ଏକ ମାଙ୍କଡକୁ ଜଣେ ବୃଦ୍ଧା ମହିଳାଙ୍କ ପାଖରେ ବସିଥିବାର ଦେଖିବାକୁ ପାଇଲୁ ଏବଂ କିଛି ସମୟ ପରେ […]

Continue Reading

କ’ଣ କୃଷକ ଆନ୍ଦୋଳନ ସମୟରେ ଏହି ବ୍ୟକ୍ତିଙ୍କର ସାର୍ଟରେ କଣ୍ଡମ ପ୍ଯାକେଟ ଅଛି କି? ଜାଣନ୍ତୁ ସତ୍ୟ।

ଦିଲ୍ଲୀ ସୀମାରେ ବର୍ତ୍ତମାନ ସୁଧା କୃଷକ ମାନେ କେନ୍ଦ୍ର ଏବଂ ତିନୋଟି କୃଷି ଆଇନ ବିରୁଦ୍ଧରେ ଆଡୋଳନ ଜାରି ରଖିଛନ୍ତି। ଗତ ବର୍ଷ ନଭେମ୍ବର ୨୫ ରେ ଏହି ପ୍ରତିବାଦ ଆରମ୍ଭ ହୋଇଥିଲା, ଯେତେବେଳେ ପଞ୍ଜାବ ଏବଂ ହରିୟାଣାର ହଜାର-ହଜାର କୃଷକ ରାଜଧାନୀ ଅଭିମୁଖ ହୋଇ ‘ଦିଲ୍ଲୀ ଚଳୋ’ ଅଭିଯାନ କରିଥିଲେ ଏବଂ ବିଧାନସଭାର ସମ୍ପୂର୍ଣ ରଦ୍ଦ କରିବାକୁ ଦାବି କରିଥିଲେ।  ଏହି ଆନ୍ଦୋଳନ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମିଥ୍ୟା ଦାବି ସହିତ ଭାଇରାଲ […]

Continue Reading

ସମଗ୍ର ରାଜ୍ୟରେ ମଦ ବିସ୍ତାର କରାଯାଉ- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ କିଛି ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିବାର ଶୁଣିବାକୁ ମିଳୁଛି। ଭିଡିଓରେ ଦାବି ହେଉଛି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟ ଏକ୍ସାଇଜ୍ ବିଭାଗର ଅଧିକାରୀମାନଙ୍କୁ ରାଜ୍ୟରେ ଏତେ ପରିମାଣର ମଦ ବିସ୍ତାର କରିବାକୁ କହୁଛନ୍ତି ଯାହା ଦ୍ୱାରା ଲୋକମାନେ ମଦ୍ୟପାନ କରିପାରିବେ। ଆମ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣିତ ହେଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ୍ସାଇଜ୍ ବିଭାଗର ଅଧିକାରୀମାନଙ୍କୁ ଦେଇଥିବା ନିର୍ଦ୍ଦେଶନାମା ସହ […]

Continue Reading