କ’ଣ ଏହି ଭିଡିଓ ଦିଲ୍ଲୀ ବିମାନ ବନ୍ଦରରେ ମୀରାବାଈ ଚାନୁଙ୍କ ସ୍ଵାଗତ କରିବାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଚାଲୁଥିବା ଟୋକିଓ ୨୦୨୦ ଅଲମ୍ପିକ୍ସରେ ଅନେକ ଦେଶ ପଦକ ପାଇବା ଏବଂ ନିଜ ଦେଶକୁ ଗର୍ବିତ କରିବା ପାଇଁ ପରସ୍ପର ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ଅଲମ୍ପିକ୍ସରେ ଭାରତ ମଧ୍ୟ ଅନେକ କ୍ରୀଡ଼ାରେ ଅଂଶଗ୍ରହଣ କରିଛି। ସମସ୍ତ ଖେଳାଳି ମାନେ ସେମାନଙ୍କର କ୍ରୀଡ଼ାବିତ୍ ଆତ୍ମା ପ୍ରଦର୍ଶନ କାରିଥିବା ବେଳେ ମିରାବାଇ ଚାନୁ ଚଳିତ ବର୍ଷ ଅଲମ୍ପ୍ପିକ୍ଷରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଏକ ଖୁସି ଖବର ଆଣିଛନ୍ତି।  ମିରାବାଇ ଚାନୁ ଟୋକିଓରୁ ଭାରତ ଫେରସ୍ତ ହେବା […]

Continue Reading