2016 ମସିହା ଧାର୍ମିକ କାର୍ଯ୍ୟକ୍ରମର ଭିଡିଓକୁ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍ଦଘାଟନ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ କିଛି ଆରବିଆନ ଲୋକ ହିନ୍ଦୁ ଧର୍ମର ମନ୍ତ୍ର ପଢ଼ୁଥିବା ସହ ହିନ୍ଦୁ ରିତି ନିତି କରୁଥିବା ପରି ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ଆବୁଧାବୀର ଶେଖ୍ ସୁଲତାନ ମହମ୍ମଦ ପ୍ରଥମ ହିନ୍ଦୁ ମନ୍ଦିର ପ୍ରତିଷ୍ଠା କରୁଛନ୍ତି। ସୁଲତାନଙ୍କ ବେଗମ ମସ୍ତକରେ ପବିତ୍ର ରାମାୟଣ ଗ୍ରନ୍ଥ ଧାରଣ କରିଛନ୍ତି। ସୁଲତାନଙ୍କ ସହ ମୂରାରିଵାପୁ ବି ଦେଖାଯାଉଛନ୍ତି। […]

Continue Reading

କ’ଣ ଚଳିତ ବର୍ଷ ରେ କୌଣସି ଅଭିନେତା, କ୍ରିକେଟର, ନେତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ନାହିଁ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମେଦେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଚଳିତ ବର୍ଷରେ ଅଭିନେତା, କ୍ରିକେଟର ଏବଂ ନେତା ମାନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରା ଜୀବ ନାହିଁ। ଏହି ବର୍ଷ ପଦ୍ମଶ୍ରୀ ପୁରସ୍କାର କେବଳ ସେହି ଲୋକମାନଙ୍କୁ ଦିଆ ଜୀବ ଯେଉଁ ମାନେ ଅନ୍ୟ ଲୋକଙ୍କ ମଧ୍ୟରେ ବାସ କରିଛନ୍ତି ଏବଂ କାର୍ଯ୍ୟ କରିଛନ୍ତି। ଏହି ଦାବି ସହିତ ଏକ ଫାଇଲ୍ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ପୁରସ୍କାର ଯୋଗ୍ୟତା […]

Continue Reading

କ’ଣ ଅର୍ଥର ଅଭାବ କାରଣରୁ ୧୯୪୮ ମସିହାର ଭାରତ ଫୁଟବଲ୍ ଦଳ ବିନା ଜୋତା ଫୁଟବଲ୍ ଖେଳି ଥିଲେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ ପଣ୍ଡିତ ଜବାହାରଲାଲ ନେହେରୂ ନିଜ ପୋଷା କୁକୁର ସହିତ ଏକ ବିମାନରୁ ଉଲ୍ହାଉଛନ୍ତି ଏବଂ ଦୁଇତୀୟ ଫୋଟୋରେ ୧୯୪୮ ମସିହାର ଭାରତ ଫୁଟବଲ୍ ଦଳର ଫୋଟୋ ଅଛି। ଏହି ପୋଷ୍ଟ ସହିତ ଦାବି କରା ଯାଇଅଛି ଯେ ଅର୍ଥ ଅଭାବ ଥିବା କାରଣରୁ ସରକାର ଭାରତ ଫୁଟବଲ୍ ଦଳ ଖେଳାଳିକୁ ଜୋତା ଯୋଗାଇବାରେ ଅସକ୍ଷମ ହେଇଥିଲା।  ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା […]

Continue Reading