କ’ଣ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ଚିଲ ମାନଙ୍କ ମଧ୍ୟରେ ବେରୋଜଗାରି ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ରାଉଳ ଗାନ୍ଧୀଙ୍କ ଆହୁରି ଏକ ଭିଡିଓ ଭାଇରାଲ ହେଉଛି। ଏହି ୨୮ ସେକେଣ୍ଡ ଭିଡିଓରେ ରାହୁଲ ଗାନ୍ଧୀଙ୍କୁ କହୁଥିବା ଶୁଣିବାକୁ ମିଳିଛି, “ଏହି ଚିଲ ମାନେ ଏଠାରେ କ’ଣ କରୁଛନ୍ତି ମତେ ବତାନତୁ। ଏହି ଚିଲ ମାନେ ଏଠାରେ କାହିଁକି ବୁଲୁଛନ୍ତି? ଗତ ୫ ବର୍ଷରୁ ତାଙ୍କୁ ରୋଜଗାର ମିଳୁ ନାହିଁ। ଏହାର କାରଣ ନରେନ୍ଦ୍ର ମୋଦୀ, ଆରଏସଏସ ଆଉ ବିଜେପି ଅଟେ।” କ’ଣ ରାହୁଲ ଗାନ୍ଧୀ ପ୍ରକୃତରେ ଏପରି କହିଥିଲେ? ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ଅଲମ୍ପିକ୍ସ 2020ରେ ଜଣେ ଗର୍ଭବତୀ ମହିଳା ଦୌଡ଼ରେ ଭାଗନେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି?

ଅଲମ୍ପିକ୍ସକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ପ୍ରକାଶିତ ହୋଇଛି। ଏଥିମଧ୍ୟରୁ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଗର୍ଭବତି ମହିଳା ଦଉଡ଼ୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଅଲମ୍ପିକ୍ସ 2020ରେ ଜଣେ ଗର୍ଭବତି ମହିଳା ଦଉଡ଼ିଥିଲେ। ଏବଂ ଜିତିଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥଇବା ଦାବି ମିଥ୍ୟା ପ୍ରମାଣିତ ହେଲା।   8 ଅଗଷ୍ଟରେ Green Fm ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଥିଲେ। ଏବଂ […]

Continue Reading

କ’ଣ ତାଲିବାନ ଭୟରେ ଆଫଗାନିସ୍ତାନର ଜଣେ ବ୍ୟକ୍ତି ଉଡୁ ଥିବା ବିମାନ ବାହାରେ ସୋଇଛି? ଜାଣନ୍ତୁ ସତ୍ୟ।

ତାଲିବାନ ଆଫଗାନିସ୍ତାନ ଉପରେ ନିଜ ଅଧିକାର ଜମାଇବା ପରେ ସେଠିକାର ସ୍ଥାନୀୟ ଲୋକେ ଭୟବିତ ହୋଇ ଦେଶ ଛାଡି ପଳାଇବାର ଚେଷ୍ଟା କରୁଛନ୍ତି। ନିକଟରେ ଏପରି ଏକ ଘଟନା ଦେଖିବାକୁ ମିଳିଥିଲା ଯେଉଁଥିରେ ଦୁଇଟି ଲୋକେ ଆକାଶରୁ ବିମାନରୁ ଖସି ପଡିଥିଲେ।  ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେକିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଉଡୁଥିବା ବିମାନର ଟର୍ବାଇନ ଇଞ୍ଜିନ ଉପରେ ସୋଇଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଆଫଗାନିସ୍ତାନରେ ତାଲିବାନର କ୍ରୁରତା […]

Continue Reading

ଫଟୋରେ ଜୟଲଳିତାଙ୍କ ସହ ଦେଖା ଯାଉଥିବା ମିହଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୁହଁନ୍ତି।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। କଳା -ଧଳା ରଙ୍ଗର ଏହି ଫଟୋରେ ଅନ୍ୟ ଜଣେ ମହିଳା ମଧ୍ୟ ଅଛି। ଫଟୋରେ ଦାବି କରାଯାଉଛି ଯେ, ଭାଇରାଲ ଫଟୋରେ ଜୟଲଲିତା ଏବଂ ନିର୍ମଳା ସୀତାରମଣଙ୍କ ଏକ ଫଟୋ। ଆମ ଅନୁସନ୍ଧାନରେ ଭାଇାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  16 ଅଗଷ୍ଟରେ Kailash Gupta ନାମକ ଜଣେ ଫେସବୁକ ୟୁଜର […]

Continue Reading