କ’ଣ ବିଶ୍ଵର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ମେକ୍ ଡୋନାଲ୍ଡ ନିଜ ଖାଦ୍ୟ ସାମଗ୍ରୀରେ ମାନବ ମାଂସ ପରିବେଷଣ କରୁଛି କି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ବିଶ୍ଵ ପ୍ରସିଦ୍ଧ ବର୍ଗର ରେଷ୍ଟୁରାଣ୍ଟ ମେକ୍ ଡୋନାଲ୍ଡ ଉପରେ ଗମ୍ଭୀର ଅଭିଯୋଗ ଲାଗିଛି। ୱ୍ହାଟ୍ସଅପ୍ ରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦାବି କରା ଯାଇଅଛି ଯେ ମେକ୍ ଡୋନାଲ୍ଡ ରେଷ୍ଟୁରାଣ୍ଟ ନିଜ ଖାଦ୍ୟରେ ମାନବ ମାଂସ ପରିବେଷଣ କରୁଛି।  ଫ୍ୟାକ୍ଟ କ୍ରିସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ଆମେରିକାର ଓକଲାମହା ଏବଂ ଅନ୍ୟ ମେକ୍ ଡୋନାଲ୍ଡ ମାଂସ କାରଖାନାରୁ ଏକ […]

Continue Reading