ଜବାହାରଲାଲ ନେହେରୁଙ୍କୁ ଚୁମ୍ବନ ଦେଉଥିବା ଏହି ମହିଳା କିଏ? କ’ଣ ଫୋଟୋରେ ମହମ୍ମଦ ଅଲି ଜିନ୍ନାହଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା? ଜାଣନ୍ତୁ ସତ୍ୟ।
ଏହା ପପ୍ରଥମ ଘଟଣା ନୁହେଁ ଯେ ସୋସିଆଲ ମିଡିଆରେ ଏହି ପରି ଏକ ପୋଷ୍ଟ ଭାଇରାଲ ହେଉଛି। ପୂର୍ବରୁ ମଧ୍ୟ ଫ୍ୟାକ୍ଟ କ୍ରିଷେଣ୍ଡୋ ଜବାହାରଲାଲ ନେହେରୁଙ୍କର ବିଭିନ୍ନ ମହିଳାଙ୍କ ସହିତ ଅନେକ ଫୋଟୋକୁ ସୋସିଆଲ ମିଡିଆ ୱେବସାଇଟରେ ମିଥ୍ୟା ଦାବି ସହିତ ଭାଇରାଲ ହେଉଥିବା ପ୍ରମାଣିତ କରିଛି। ନିକଟରେ ଜବାହାରଲାଲ ନେହେରୁଙ୍କର ଏକ ପୁରୁଣା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ ଜଣେ ମହିଳା ଅନ୍ୟ ଲୋକଙ୍କ ଉପସ୍ଥିତିରେ ତାଙ୍କୁ ଚୁମ୍ବନ ଦେଉଛନ୍ତି। ପୋଷ୍ଟ […]
Continue Reading