2015 ବିସ୍ଫୋରଣର ଫଟୋକୁ କାବୁଲ ବିମାନବନ୍ଦରରେ ବିସ୍ଫୋରଣର ଦୃଶ୍ୟ ଦାବିରେ ଭାଇରାଲ କରାଯାଉଛି।

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣର ଖବର ଭାଇରାଲ ହୋଇଥିଲା। ଯେଉଁଥିରେ 13 ଜଣ ଆମେରିକୀୟ ସୌନିକଙ୍କ ସମେତ 160 ଜଣଙ୍କର ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ପରେ ଧୂଆଁ ଦେଖାଉଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ପୋଷ୍ଟ ସହିତ ସେୟାର ହୋଇଥିବା ଫଟୋ ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣର ଫଟୋ। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଇଛି ଯେ, […]

Continue Reading

କାଜାଖସ୍ତାନର ଅସ୍ତ୍ରଶସ୍ତ୍ର ଡିପୋରେ ବିସ୍ଫୋରଣ ଦୃଶ୍ୟକୁ କାବୁଲ ଏୟାରପୋର୍ଟ ବିସ୍ଫୋରଣ ଦାବିରେ ଭାଇରାଲ ।

ଆଫଗାନିସ୍ତାନରେ ତାଲିବାନ ହିଂସା ପରଠାରୁ ଏହାକୁ ନେଇ ଅନେକ ଖବର ଏବଂ ଫଟୋ, ଭିଡିଓ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କିଛି ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ମଧ୍ୟ ଭାଇରାଲ ହେଉଛି। ଏହିପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବିସ୍ଫୋରଣ ହେଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଆଫଗାନିସ୍ତାନର କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ହୋଇଥିବାର ଦୃଶ୍ୟ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  […]

Continue Reading

କ’ଣ ଭିଡିଓରେ ତାଲିବାନ ଆତଙ୍କବାଦୀ ଏକ ମୃତ ଶରୀରକୁ ହେଲିକପ୍ଟରରେ ଝୁଲେଇ ପେଟ୍ରୋଲିଂ କରୁଛି? ଜାଣନ୍ତୁ ସତ୍ୟ।

ଆଫଗାନିସ୍ତାନରୁ ଆହୁରି ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଗୋଟିଏ ହେଲିକପ୍ଟରରୁ ଜଣେ ବ୍ୟକ୍ତି ଜ୍ଝୁଳୁଥିବା ଜଣା ପଡିଛନ୍ତି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ମଧ୍ୟ ସମବେଦନଶୀଲତା ସୃଷ୍ଟି କରିଛି। ଲୋକ ମାନଙ୍କ ସହିତ ଅନେକ ଗଣମାଧ୍ୟମରେ ଏହି ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ଆଫଗାନିସ୍ତାନ ଉପରେ ତାଲିବାନର ନିର୍ଦ୍ଦୟତାର ଏକ ଉଦାହରଣ ଦେଶାଉଛି।  ଫ୍ୟାକ୍ଟ କୃସେଣ୍ଡୋ ଭିଡିଓ ଯାଞ୍ଚ କରିଲା ପରେ ଜାଣିବାକୁ ପାଇଲା ଯେ […]

Continue Reading

କ’ଣ ମାରୁତି ସୁଜୁକି କମ୍ପାନୀ ନିଜ ୪୦ ତମ ବାର୍ଷିକୀ ଅବସରରେ ଲୋକଙ୍କୁ ମାଗଣା ପୁରସ୍କାର ଜିତିବା ସୁଯୋଗ ଦେଉଛି କି? ଜାଣନ୍ତୁ ସତ୍ୟ।

ୱ୍ହାଟ୍ସଅପ୍ ରେ ଗୋଟିଏ ଲିଙ୍କ ବର୍ତ୍ତମାନ ଭାଇରାଲ ହେଉଛି। ଏହି ଲିଙ୍କର ଦାବି କରା ଯାଇଅଛି ଯେ ମାରୁତି ସୁଜୁକି ନିଜ ୪୦ ତମ ବାର୍ଷିକୀ ଅବସରରେ ଲୋକଙ୍କୁ ମାଗଣା ଉପହାର ଦେଉଛି। ଏହି ବିଷୟରେ ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସଅପ୍ ଫ୍ୟାକ୍ଟ ଲାଇନ ନମ୍ବରର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଲା।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଲିଙ୍କକୁ ମିଥ୍ୟା ବୋଲି ପାଇଲା।  Website ଆମ ଅନୁସନ୍ଧାନ:  ଏହି ଲିଙ୍କରେ କ୍ଲିକ୍ କରିଲା ପରେ […]

Continue Reading

ଉଜ୍ଜେନର ଗାଫୁର ବସ୍ତି ଲୋକମାନେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିବାରୁ ଶିବରାଜ ସରକାର ସେମାନଙ୍କର ବସ୍ତିକୁ ଭାଙ୍ଗିଦେଉଛନ୍ତି ?

ସୋସିଆଲ ମିଡିଆରେ ଉଜ୍ଜେନରେ କିଛିଲୋକ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା।  ସେହି ଭିଡିଓ ସହିତ ଲିଙ୍କ୍ କରି ବର୍ତ୍ତମାନ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଅନେକ ପୋଲିସ୍ ଠିଆ ହୋଇ ଜେସିବି ସାହାଯ୍ୟରେ ଏକ ବସ୍ତି ଭାଙ୍ଗିଥିବାର ଦେଖାଯାଉଛି।  ଭିଡିଓ ସହ ଦାବି କରାଯାଉଛି ଯେ, ଉଜ୍ଜେନର ଗାଫୋର ବସ୍ତିର ଲୋକମାନେ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଇଥିବାରୁ ଶିବରାଜ ସରକାର ଜେସିବି ସାହାର୍ଯ୍ୟରେ ସେମାନଙ୍କର ବସ୍ତିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି […]

Continue Reading