କ’ଣ ଭାଇରାଲ ଭିଡିଓରେ ଅହମଦନଗର ପୋଲିସ ବ୍ୟାଙ୍କ ଲୁଟୁଥିବା ଡକାୟତ ମାନଙ୍କୁ ଧରୁଛନ୍ତି? ଜାଣନ୍ତୁ ସତ୍ୟ
ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ବ୍ୟାଙ୍କ ଲୁଟୁଛନ୍ତି। ସେହି ସମୟରେ ପୋଲିସ ବ୍ୟାଙ୍କରେ ପଶି ତାଙ୍କୁ ଧରୁଛି। ଦାବି ଅନୁଯାୟୀ ଏହି ଭିଡିଓ ମହାରାଷ୍ଟ୍ରର ଅହମଦନଗର ଏକ ବ୍ୟାଙ୍କ ଅଟେ। ଏହି ଭିଡିଓରେ ଆମେ ଜଣେ ପୋଲିସକର୍ମୀଙ୍କୁ ମାଇକ୍ ମାଧ୍ୟମରେ ଧାରା ପଡିଥିବା ଡକାଯତ ମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଶୁଣିବାକୁ ପାଇଲୁ। ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି […]
Continue Reading