ବିବାହ ସମୟରେ ବର ଗୁଟଖା ଖାଇଥିବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ମାରୁଥିବାର ଏହି ସମ୍ବାଦ ପଛରେ ପ୍ରକୃତ ଘଟଣା ଜାଣନ୍ତୁ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ସମ୍ବାଦ ବହୁତ ଭାଇରାଲ ହେବାରେ ଲାଗିଛି। ଖବର ଅନୁଯାୟୀ ଏକ ବେଦିରେ ବିବାହ ସମୟରେ ବର ଗୁଟଖା ଖାଇଥିବାରୁ ତାଙ୍କର ସ୍ତ୍ରୀ ତାଙ୍କୁ ମାରିଛନ୍ତି। ଏହି ଖବର ନେଇ ଗଣମାଧ୍ୟମରେ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଚ୍ଚି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ପ୍ରଥମେ ବିବାହ କରାଉଥିବା ପଣ୍ଡିତଙ୍କ ସହିତ କିଛି ବାର୍ତ୍ତାରେ ଝଗଡା କରୁଛନ୍ତି ଏବଂ ତାହା ପରେ ସେ ନିଜ ସ୍ଵାମୀ ସହିତ ଝଗଡା […]

Continue Reading

ଖାଲଢିପ ହୋଇଥିବା ରାସ୍ତା ଲକ୍ଷ୍ନୌର ନୁହେଁ ମଧ୍ୟପ୍ରଦେଶ ଉଜ୍ଜେନର ଅଟେ।

ସୋସିଆଲ ମିଡିଆରେ ଏଖ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ରାସ୍ତାରେ ଅନେକ ଖାଲଥିବାର ଦେଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, ଭାଇରାଲ ଫଟୋରେଥିବା ରାସ୍ତା ଲକ୍ଷୌର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହଉଛି।  25 ଅଗଷ୍ଟରେ Ramachandra Swain ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଲକ୍ଷ୍ନୌର ଏହି ରୋଡ଼ର ଅବସ୍ଥା ନେଇ ଅଖିଲେଶ ଯାଦବ ଟ୍ୱିଟ […]

Continue Reading