କ’ଣ ଫୋଟୋରେ ଥିବା ବ୍ୟକ୍ତି ଆସାମର କଂଗ୍ରେସ ନେତା ଅମଜାଦ ଅଲ୍ଲୀ ଯାହାକୁ ଆସାମ ପୋଲିସ ବନ୍ଧୁକ ଏବଂ ବୋମା ସହିତ ଗିରଫ କରିଛି? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦୁଇଟି ଫୋଟୋ ଅଛି। ପ୍ରଥମ ଫୋଟୋରେ ଆପଣ ଦେଖି ପାରିବେ ଯେ କିଛି ପୋଲିସ ଅଧିକାରୀ ଜଣେ ଉସଲମାନ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ଏବଂ ଦ୍ଵିତୀୟ ଫୋଟୋରେ କିଛି ଫଳ ବସ୍ତା ସହିତ ବୋମା ଏବଂ ବନ୍ଧୁକ ଗୋଳି ଅଛି। ପୋଷ୍ଟ ଦାବି ଅନୁଯାୟୀ ବୋମା ଏବଂ ଗୋଳି ସହିତ ଗ୍ରାଫ ହେଇଥିବା ବ୍ୟକ୍ତି ଆସାମ କଂଗ୍ରେସ ଦଳ ନେତା ଅମଜାଦ ଅଲ୍ଲୀ ଅଟନ୍ତି। ଫ୍ୟାକ୍ଟ କ୍ରିଷେଣ୍ଡୋ […]
Continue Reading