ଦିଲ୍ଲୀ କୃଷକ ଆନ୍ଦୋଳନରେ ମଦ ବଣ୍ଟନ କରାଯାଉଛି କି?
ଗତ 10 ମାସ ଧରି ଦେଶରେ କୃଷକଙ୍କ ବିରୋଧ ପ୍ରଦର୍ଶନ ଲାଗି ରହିଥିବା ବେଳେ କୃଷକମାନଙ୍କୁ ଅପମାନ କରବା ପାଇଁ ମଧ୍ୟ ଅନେକ ଚେଷ୍ଟା କରାଯାଇଛି। ଏଥିମଧ୍ୟରେ ଅନ୍ୟ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓରେ, କିଛି ଲୋକ ବୋତଲରୁ ମଦକୁ ଏକ ନୀଳ ଟାଙ୍କିରେ ଢାଳୁଥିବା ଦେଖାଯାଉଛି ଏବଂ ଦ୍ୱିତୀୟ ଭିଡିଓରେ ଶହ ଶହ ଲୋକଙ୍କୁ ମଦ ବଣ୍ଟନ କରାଯାଉଛି। ଏହି ଭିଡିଓଗୁଡିକ କୃଷକଙ୍କ ବିରୋଧ ସହ ଜଡିତ ବୋଲି […]
Continue Reading