ଏହି ଫଟୋ ଭାରତୀୟ ମହାଭାରତର ଦୃଶ୍ୟର ଯାହା ଆଫଗାନିସ୍ତାନର ପଞ୍ଜଶୀର ପ୍ୟାଲେସରେ ଅଛି ?

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପୁରୁଣା ଫଟୋ ଦେଖିବାକୁ ମିଳୁଛି।  ଏହି ପୋଷ୍ଟରେ ଦାବି କରାଯାଇଛି ଯେ ଏହି ପେଣ୍ଟିଂ ହେଉଛି ଭାରତୀୟ ମହାଭାରତର ଏକ ଦୃଶ୍ୟ ଏବଂ ଏହି ଫଟୋଟି ଆଫଗାନିସ୍ତାନର ପଞ୍ଜଶୀର ପ୍ୟାଲେସରେ ଉପସ୍ଥିତ ଅଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  16 ସେପ୍ଟେମ୍ବରରେ ହିନ୍ଦୁ ମହାସଙ୍ଘ ପେଜରେ ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, […]

Continue Reading

କ’ଣ ଏହି ଫୋଟୋରେ ସୁଭାଷଚନ୍ଦ୍ର ବୋଷ ତାଙ୍କ ମୃତ୍ୟୁ ବିଷୟରେ ଏକ ଖବରକାଗଜରେ ପଢୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସୁଭାଷଚନ୍ଦ୍ର ବୋଷ ଏକ ଖବରକାଗଜ ପଢୁଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ଏହି ଖବରକାଗଜରେ ସେ ତାଙ୍କ ମୃତ୍ୟୁ ବିଷୟରେ ପ୍ରକାଶିତ ହେଇଥିବା ସମ୍ବାଦ ପଢୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୭ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଛି ଯେ ଏହି ଫୋଟୋ ୨୩ ଏପ୍ରିଲ […]

Continue Reading