ନ୍ୟୁୟର୍କରେ ପ୍ରଦର୍ଶନକାରୀଙ୍କ ଭାରତୀୟ ପତାକା ଅପମାନ କରୁଥିବା ଭିଡିଓ ଭାରତରେ କୃଷକ ଆନ୍ଦୋଳନ ଦାବିରେ ସେୟାର କରାଯାଉଛି।
ଗତ କିଛି ମାସ ହେବ କୃଷକଙ୍କ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ପ୍ରଚାରିତ ହୋଇଥିଲା। ଏଥି ମଧ୍ୟରେ କୃଷକଙ୍କ ଆନ୍ଦୋଳନ ପୁଣି ଜୋର ଧରିବାରେ ଲାଗିଛି। ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ଖାଲିସ୍ତାନର ସ୍ଲୋଗାନ ଉଠାଉଥିବାର ନଜର ଆସିଛନ୍ତି। ଭିଡିଓରେ ବିରୋଧ କରୁଥିବା ଲୋକମାନେ ଭାରତୀୟ ପତାକାକୁ ଅପମାନିତ କରୁଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟରେ ଦାବି କରାଯାଇଛି ଯେ ବର୍ତ୍ତମାନ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନର […]
Continue Reading