କ’ଣ ଫୋଟୋରେ ଥିବା ବ୍ୟକ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଇ ଯିଏ ଚା ବିକ୍ରି କରନ୍ତି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଥିବାର ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ଚା ଦୋକାନ ସାମନାରେ ଛିଡା ହୋଇଛନ୍ତି। ପୋଷ୍ଟରେ ଦାବି କରା ଯାଇଛି ଯେ ଫୋଟୋରେ ଥିବା ବ୍ୟକ୍ତି ଉତ୍ତର ପ୍ରଦଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଇ ଅଟନ୍ତି ଯିଏ ଚା ବିସ୍କୁଟ ଦୋକାନ କରି ନିଜ ପରିବାରକୁ ପୋଷୁଛନ୍ତି। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? ୨ ଅକ୍ଟୋବରରେ କୈଳାଶ ଗୁପ୍ତା ନାମକ […]
Continue Reading