କ’ଣ କୃଷକମାନେ ଆନ୍ଦୋଳନ ସମୟରେ ଭାରତ ସେନା ଚୀନ ସୀମା ଅଭିମୁଖ ଯବାନଙ୍କୁ ଅଟକାଇ ରଖିଥିଲେ? ଜାଣନ୍ତୁ ସତ୍ୟ।
ଅନେକ ମାସ ଧରି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କୃଷକ ଆନ୍ଦୋଳନ ଚାଲି ଆସୁଛି। ସମାନ ଘଟଣା ବିଷୟରେ ଆମେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିଛୁ। ଫ୍ୟାକ୍ଟ କ୍ରିଷେଣ୍ଡୋ ପୂର୍ବରୁ ଏହି ପରି ଅନେକ ନକଲି ଭାଇରାଲ ପୋଷ୍ଟକୁ ମିଥ୍ୟା ପ୍ରମାଣ କରି ସାରିଛି। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ରାସ୍ତା ମାଝିରେ […]
Continue Reading