ପେଟ୍ରୋଲ ପମ୍ପ ପାଖରୁ ଅପହରଣ ହୋଇଥିବା ବ୍ୟକ୍ତିର ଭାଇରାଲ ଭିଡିଓ ଉତ୍ତର ପ୍ରଦେଶର ନୁହେଁ ବରଂ ସାଉଦି ଆରବର ଅଟେ।
ପେଟ୍ରୋଲ ପମ୍ପ ନିକଟରେ ଏକ ଅପହରଣର ଏକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଭିଡିଓ ଉତ୍ତରପ୍ରଦେଶର ଅଟେ। ଭିଡିଓରେ ଜଣେ ବ୍ୟକ୍ତି ଏକ କାରରେ ପେଟ୍ରୋଲ ପକଉଥିବା ବେଳେ ପାଖରେଥିବା ବ୍ୟକ୍ତି ଏବଂ କାରରେ ବସିଥିବା ବ୍ୟକ୍ତି ଜଣକ ପେଟ୍ରୋଲ ପକାଉଥିବା ବ୍ୟକ୍ତିକୁ ଅପହରଣ କରୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 11 ଅକ୍ଟୋବରରେ Basudev Sahoo ନାମକ […]
Continue Reading