କ’ଣ ଫୋଟୋରେ ଥିବା ମହିଳା ଜଣେ ମୁସଲିମ ଆଇପିଏସ ଅଧିକାରୀ ଅଟନ୍ତି ଯିଏ ଡ୍ରେସ୍ କୋଡ୍ ପାଳନ କରି ନାହାନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ଝିଅ ହିଜାବ ପିନ୍ଧି ଏକ ଚେୟାରରେ ବସିଛି। ତାଙ୍କ ପଛରେ ୧୦ ରୁ ୧୨ ପୋଲିସ ଅଧକାରୀ ମାନେ ଚିଡ଼ା ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି। ସମ୍ପ୍ରାଦାୟିକ ଦାବି ସହିତ ଏହି ଫୋଟୋକୁ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି। ଭାଇରାଲ ଦାବିରେ ଚେୟାରରେ ବସିଥିବା ଝିଅକୁ ପୋଲିସ ଏସପି ବୋଲି କୁହା ଯାଇଛି ଏବଂ ପୋଲିସ ୟୁନିଫର୍ମ ନପିନ୍ଧିଥିବା କାରଣରୁ ତାଙ୍କୁ ଅଭିଯୋଗ […]

Continue Reading

2020 ମେକ୍ସିକୋ ଭିଡିଓକୁ ଆନ୍ଧ୍ରପ୍ରଦେଶ ବନ୍ୟାରେ ଗାଈ ଭାସିଜିବା ମିଥ୍ୟା ଦାବିରେ ଭାଇରାଲ ହେଉଛି।

ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ଖବର ପ୍ରକାଶିତ ହେବା ମଧ୍ୟରେ  ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଗାଈ  ପାଣିରେ ଭାସି  ଯାଉଥିବା ଦେଖାଯାଉଛନ୍ତି। ସୋଶିଆଲ ମିଡିଆ ୟୁଜର୍ସ ଏହାକୁ ଆନ୍ଧ୍ରପ୍ରଦେଶର ବୋଲି କହି ଏହାକୁ ଭାଇରାଲ କରୁଛନ୍ତି। ଫ୍ୟାକ୍ଟ କ୍ରିସେଣ୍ଡୋ ପୋଷ୍ଟକୁ ବିସ୍ତୃତ ଭାବରେ ଯାଞ୍ଚ କରିବା ପରେ  ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ୍ ଭିଡିଓର ଆନ୍ଧ୍ରପ୍ରଦେଶ ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ ଭିଡିଓ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋରେ କଙ୍ଗନା ରନାଓତ ପ୍ରସିଦ୍ଧ ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କ ସହିତ ଅଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ କଙ୍ଗନା ରନାଓତ ଏକ ସାକ୍ଷାତକାରରେ ଏକ ବିବୃତ୍ତି ଦେଇଥିଲେ ଯେ ୧୯୪୭ ମସିହାରେ ଭାରତ ଯେଉଁ ସ୍ଵାଧୀନତା ପାଇ ଥିଲା ତାହା ଏକ ଭିକ୍ଷା ଥିଲା। ଭାରତକୁ ପ୍ରକୃତରେ ସ୍ଵାଧୀନତା ୨୦୧୪ରେ ମିଳିଛି ବୋଲି ସେ କହିଥିଲେ। ଏହି ବିବୃତ୍ତି ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ତାଙ୍କ ବିରୁଦ୍ଧରେ ଭାଇରାଲ ହେବାର ଦେଖିବାକୁ ମିଳିଛି। କିଛି ପୋଷ୍ଟରେ ଲୋକେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ହେଇଥିବା ଅଯୋଗ୍ୟ ମାଉଥିବା ସମୟରେ ଲିଛି ଲୋକେ ଦାବି […]

Continue Reading