କ’ଣ ଭାଇରାଲ ହେଉଥିବା ଫୋଟୋ ପ୍ରକୃତରେ ଜେୱାର ବିମାନ ବନ୍ଦରର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ

୨୫ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଏଡା ଆନ୍ତର୍ଜାତୀୟ ବିମାନ ବନ୍ଦରର ଶିଳାନ୍ୟାସ କରିଛନ୍ତି ଯାହା ଉତ୍ତରପ୍ରଦେଶର ଜେୱାର ଅଞ୍ଚଳରେ ଅଛି। ଏହି ଘଟଣା ପରେ ଅନେକ ଗଣମାଧ୍ୟମ ଏକ ବିମାନ ବନ୍ଦରର ଫୋଟୋ ସହିତ ଏକ ଖବର ପ୍ରକାଶିତ କରିଛନ୍ତି ଯେ ଏହି ଫୋଟୋ ଉତ୍ତରପ୍ରଦେଶର ଜେୱାର ଅଞ୍ଚଳ ନିକଟରେ ନଏଡା ଆନ୍ତର୍ଜାତୀୟ ବିମାନ ବନ୍ଦର ଫୋଟୋ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୫ […]

Continue Reading

ବନ୍ୟା ଜଳରେ ତିରୁପତି ଇସ୍କନ୍ ମନ୍ଦିର ? ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଭକ୍ତଙ୍କୁ ବନ୍ୟା ଜଳରେ ଠିଆ ହୋଇ କୀର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ ଏହି ଭିଡିଓ ତିରୁପତିଠାରେ ଅବସ୍ଥିତ ଇସ୍କନ ମନ୍ଦିରର ଅଟେ। ଯେଉଁଠାରେ ମନ୍ଦିର ବନ୍ୟା ଜଳ ଭରିବା ସତ୍ତ୍ୱେ ଭକ୍ତମାନେ ପୂଜା କରୁଛନ୍ତି। ଆମେ ଅନୁସନ୍ଧାନ କରି ଜାଣିବାକୁ ପାଇଲୁ ଯେ ଏହି ଭିଡିଓ 2015 ରେ ମାୟାପୁରର ଇସ୍କନ ମନ୍ଦିର (କୋଲକାତା) ବନ୍ୟା ଜଳ […]

Continue Reading