କ’ଣ ଏହି ଭିଡିଓରେ କଂଗ୍ରେସ ପ୍ରବକ୍ତା ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କର ଏକ ନ୍ୟୁଜ ଚ୍ୟାନାଲରେ ସାକ୍ଷାତକାରର ଭିଡିଓ ଭାଇରାଲ ହେଉଛି। ଏହି ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରା ଯାଇଥିଲା ଯେ ଯେଉଁ ପ୍ରକାରରେ ନରେନ୍ଦ୍ର ମୋଦୀ କାଶୀ ବିଶ୍ଵନାଥ କୋରିଦାରର ଉଦଘାତନ କରିଛନ୍ତି, କ’ଣ ରାହୁଲ ଗାନ୍ଧୀ ଆସନ୍ତା ନିର୍ବାଚନରେ ତାଙ୍କ ମୁକାବିଲା କରି ପାରିବେ? ଏହାର ଉତ୍ତର ଦେଇ ସେହି ବ୍ୟକ୍ତି ଜଣ କହିଛନ୍ତି ଯେ ରାହୁଲ ଗାନ୍ଧୀ ନୁହେଁ ଏହା ସମସ୍ତଙ୍କ ପାଇଁ ଜଟିଳ ଅଟେ। ନରେନ୍ଦ୍ର ମୋଦୀ […]

Continue Reading

କ’ଣ ଭିଡିଓରେ ସୋନିଆ ଗାନ୍ଧୀ ଭାରତ ଜାତୀୟ ପତକା ଉତ୍ତୋଳନ କରୁଥିବା ସମୟରେ ତାହା ପୋଲରୁ ଖସି ପଡିଥିଲା? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ପତକା ଉତ୍ତୋଳନ କରୁଛନ୍ତି। କିନ୍ତୁ ସେହି ପତକା ପୋଳରୁ କଷି ପଡୁଛି। ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ସୋନିଆ ଗାନ୍ଧୀ ଭାରତର ଜାତୀୟ ପତକା ଉତ୍ତୋଳନ କରିବା ସମୟରେ ତାହା ପୋଲରୁ ଖସି ପଡିଥିଲା।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଜଣା […]

Continue Reading

କ’ଣ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିବାହ କ୍ରିଷ୍ଟ ଧର୍ମ ରୀତିନୀତିରେ ହେଇଥିଲା? ଜାଣନ୍ତୁ ସତ୍ୟ।

କଂଗ୍ରେସ ପାର୍ଟି ଗାନ୍ଧୀ ପରିବାର ନିଜ ଧର୍ମକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ। ସୋନିଆ ଗାନ୍ଧୀ କ୍ରିଷ୍ଟ ଧର୍ମରୁ ହେଇଥିବା କାରଣରୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ କୃଷ୍ଟିୟାନ ହେଇଥିବା ଅଭିଯୋଗ କରି ଆସୁଛନ୍ତି ଶାସକ ଦଳ ସମର୍ଥକ ମାନେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଏବଂ ପୁରୁଷ ଜଣେ ପାଦରୀଙ୍କ ସାମନାରେ କିଛି କାଗଜରେ ଦସ୍ତଖତ କରୁଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ସେମାନେ […]

Continue Reading

କ’ଣ ଭାଇରାଲ ଭିଡିଓରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦୀନ ଓୱେଶୀ ହିନ୍ଦୁ ମାନଙ୍କୁ ଧମକ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦୀନ ଓୱେଶୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହୁଛନ୍ତି, “ମୁଁ ସେହି ପୋଲିସ ମାନଙ୍କୁ କହିବାକୁ ଚାହୁଁଛି ଯେ ମୋର ଏହି କଥା ମାନେ ରଖ ଯେ ସଦା ବେଳେ ଯୋଗୀ ମୁଖ୍ୟମନ୍ତ୍ରୀ ରହିବା ନାହିଁ, ସଦା ବେଳେ ମୋଦୀ ପ୍ରଧାନମନ୍ତ୍ରୀ ରହିବା ନାହିଁ। ଆଉ ଆମେ ମୁସଲମାନ ମାନେ ଏହି ସମୟରେ ଚୁପ ନିଶ୍ଚୟ ଅଛୁ କିନ୍ତୁ ମାନେ ରଖ ଯେ ଆମେ […]

Continue Reading

ଲୋକମାନେ ବାରାଣାସୀରେ ପିଏମ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି କି?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସଂଖ୍ୟାଧିକ ଲୋକ ମୋଦି ହାଏ ହାଏ ନାରା ଲଗାଉଥିବାର ଦେଖାଯାଉଛନ୍ତି। ନବୀକରଣ ହୋଇଥିବା କାଶୀ-ବିଶ୍ୱନାଥ କରିଡରର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବାରାଣାସୀରେ ଆସିଥିଲେ। ଭାଇରାଲ ଭିଡିଓରେ ଦର୍ଶାଯାଇଛି ଯେ ଯୋଗୀ ଆଦିତ୍ୟନାଥଙ୍କ ସହ ରାସ୍ତାରେ ଯିବାବେଳେ ଲୋକମାନେ ମୋଦୀ ବିରୋଧୀ ସ୍ଲୋଗାନ ଦେଉଛନ୍ତି। 25 ସେକେଣ୍ଡର ଭିଡିଓରେ ପୋଲିସ୍ ଭିଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖାଯାଉଛି। ଭିଡିଓ ସହିତ ହିନ୍ଦୀ […]

Continue Reading

କ’ଣ ଦିଲ୍ଲୀରେ ଜଣେ ପୋଲିସ ଅଧିକାରୀ ଏକ ଦମ୍ପତିଙ୍କୁ ରାସ୍ତା ମଝିରେ ଗୁଳି କରି ହତ୍ୟା କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପୋଲିସ ଅଧିକାରୀ ରାସ୍ତା ମଝିରେ ଜଣେ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରୁଛନ୍ତି। ଏହି ଘଟଣା ଘଟିଥିବା ସମୟରେ ଅନେକ ଲୋକ ଏହି ଭିଡିଓ ଦେଖୁଛନ୍ତି। ୧୧ ଡିସେମ୍ବରରେ ଭିଡିଓ ପୋଷ୍ଟ କରି ଭାବେଶ ସଥପତି ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦାବି କରିଛନ୍ତି ଯେ ଏହା ଦିଲ୍ଲୀର ବୁଦ୍ଧ ବିହାର ଅଞ୍ଚଳର ଘଟଣା ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ଭାଇରାଲ ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇ.ଏ.ଏସ୍ ଅଧିକାରିଣୀ ଅଞ୍ଜନା ଡୋଗ୍ରାଙ୍କର ପାଦ ଛୁଇଁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ଵନାଥ ଯାତ୍ରାରେ ପରିଦର୍ଶନ କରିବା ପାଇଁ ଯାଇଥିଲେ। ସେଠାରେ ଆୟୋଜିତ ଏକ ସମାରୋହରେ ସେ ଜଣେ ମହିଳାଙ୍କ ପାଦ ସ୍ପର୍ଶ କରିଥିଲେ। ସେହି ମୁହୂର୍ତ୍ତର ଏକ ଫୋଟୋ ସୋସିଆଲ ମିଡିଆରେ ସେୟାର କରି ଦାବି କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମହିଳା ଆଇ.ଏ.ଏସ ଅଧିକାରୀଙ୍କ ପାଦ ସ୍ପର୍ଶ କରୁଛନ୍ତି।  ଫ୍ୟାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିଊ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୧୬ […]

Continue Reading

କ’ଣ ତାଲିବାନ ଶାସିତ ଆଫଗାନିସ୍ଥାନରେ ମହିଳା ମାନଙ୍କୁ ଏପରି ବାନ୍ଧି ରଖା ଯାଉଛି? ଜାଣନ୍ତୁ ସତ୍ୟ।

କିଛି ମାସ ପୂର୍ବରୁ ତାଲିବାନ ଆଫଗାନିସ୍ଥାନ ଉପରେ ଆକ୍ରମଣ କରି ନିଜ ଶାସନ ସ୍ଥାପିତ କରିଥିଲା। ସେହି ଭୟରେ ଅନେକ ସ୍ଥାନୀୟ ଲୋକେ ଦେଶ ଛାଡି ଚାଲି ଯିବାକୁ ଚାହିଁଥିଲେ। ଏହି ଘଟଣା ନେଇ ଆମକୁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖିବାକୁ ମିଳିଥିଲା ଯେଉଁଥିରେ ତାଲିବାନର ନିଷ୍ଠୁରତା ଦର୍ଶାଅ ଯାଇଥିଲା। ସେହି ପୋଷ୍ଟ ମଧ୍ୟ କିଛି ଫୋଟୋ ଏପରି ମଧ୍ୟ ଥିଲା ଯାହାକୁ ସେୟାର କରି ଦାବି କରା ଯାଇଥିଲା ଯେ ତାଲିବାନ ବର୍ତ୍ତମାନ ଆଫଗାନିସ୍ଥାନର […]

Continue Reading

2017 ପୁରୁଣା ଫଟୋକୁ କଙ୍ଗନା ରାନାୱତ ବିଏସଏଫ ଯବାନଙ୍କ ସହ ବିଜୟ ଦିବସ ପାଳନ କରିଥିବା ଦାବିରେ ଭାଇରାଲ ହେଉଛି।

16 ଡିସେମ୍ବର ଭାରତରେ ବିଜୟ ଦିବସ ଭାବରେ ପାଳନ କରାଯାଏ। 1971 ମସିହାରେ ଏହି ଦିନ, ଭାରତୀୟ ସୈନିକମାନେ ପାକିସ୍ତାନକୁ ପରାସ୍ତ କରି ବାଂଲାଦେଶକୁ ମୁକ୍ତ କରିଥିଲେ। ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଏବଂ ସାଧାରଣ ଜନତା ପର୍ଯ୍ୟନ୍ତ, ଆଜି ସହିଦ ହୋଇଥିବା ସୈନିକମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। ଏହା ସହ ଜଡିତ କଙ୍ଗନା ରାନାୱତର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ କଙ୍ଗନା ବିଏସ୍ଏଫ୍ ଯବାନଙ୍କ ସହିତ […]

Continue Reading

ରାହୁଲ ଗାନ୍ଧୀଙ୍କ ସାକ୍ଷାତର ଏକ ଏଡିଟ୍ କରା ଯାଇଥିବା ଭିଡିଓ ଭାଇରାଲ ହେଉଛି।

ଆଯ ତକ ଚ୍ୟାନାଲ ସହିତ ରାହୁଲ ଗାନ୍ଧୀଙ୍କ ସାକ୍ଷାତକାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଆମେ ରାହୁଲ ଗାନ୍ଧୀଙ୍କୁ ଏକ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରୁଥିବା ଦେଖିପାରିବା କିନ୍ତୁ ଭିଡିଓରେ ଏପରି ଜଣା ପଡୁଛି ଯେ ସେ ପ୍ରଶ୍ନର ଉତ୍ତର ଭୁଲି ଯାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବ୍ୟଙ୍ଗାତ୍ମକ ଭାବରେ ସେୟାର କରା ଯାଉଛି। କିନ୍ତୁ କ’ଣ ରାହୁଲ ଗାନ୍ଧୀ ପ୍ରକୃତରେ ଦ୍ଵନ୍ଦ୍ଵରେ ପଡ଼ି  ଉତ୍ତର ଗୁଡିକୁ ଭୁଲି […]

Continue Reading

ପୁରୁଣା ଫଟୋକୁ କରାଚିର ଶେର୍ ଶାହା ବିସ୍ଫୋରଣର ଦୃଶ୍ୟ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ଶନିବାର ଦିନ ପାକିସ୍ତାନର କରାଚିରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ  14 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଖବର ଅନୁଯାୟୀ, କରାଚିର ଶେରଶାହା ଅଞ୍ଚଳର ପାରାଚା ଛକ ନିକଟରେ ଥିବା ଏକ ଘରୋଇ ବ୍ୟାଙ୍କ ତଳେ ଥିବା ଏକ ଡ୍ରେନରେ ଏହି ବିସ୍ଫୋରଣ ଘଟିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା।  18 ଡିସେମ୍ବରରେ […]

Continue Reading

ଭାଇରାଲ ଭିଡିଓ ମଥୁରାର ନୁହେଁ ବରଂ 2019ରେ ଆସାମର ନାଗାଓଁ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା CAB ବିରୋଧ ପ୍ରଦର୍ଶନର ଅଟେ।

ସୋସିଆଲ ମିଡିଆରେ  ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ବହୁ ସଂଖ୍ୟାରେ ଲୋକ ପୋଲିସର ବ୍ୟାରିକେଡ୍ ଭାଙ୍ଗିଥିବାର ନଜର ଆସିଛନ୍ତି। ଭାଇରାଲ ଭିଡିଓ ଉତ୍ତରପ୍ରଦେଶର ମଥୁରା ସହରର ବୋଲି ଦାବି କରାଯାଉଛି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ଆସାମର ନାଗାଓଁ ସହରର ଏବଂ ପ୍ରାୟ ଦୁଇ ବର୍ଷ ପୁରୁଣା ଅଟେ।  8 ଡିସେମ୍ବରରେ ହିନ୍ଦୁ ମହାସଙ୍ଘ ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ପାଇଲୁ। ପୋଷ୍ଟରେ ଲେଖାଯାଇଛି ଯେ, ହିନ୍ଦୁ […]

Continue Reading

କ’ଣ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ଏକ ଦରଗାହରେ ମନ୍ନତ ମାଗିବାକୁ ଯାଇଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ସେ ଏକ ଦରଗାହରେ ପ୍ରବେଶ କରୁଛନ୍ତି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ନିର୍ବାଚନ ପାଖେଇ ଆସୁଥିବା ସମୟରେ ଆଦିତ୍ୟନାଥ ଦାରାଗାହ ଯାଇ ମୁଣ୍ଡ ନୂଆଁଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୭ ଡିସେମ୍ବରରେ ମାଇ ବ୍ଲଡ୍ କଂଗ୍ରେସ ନାମକ […]

Continue Reading

କ’ଣ ଗୋବର ସେବନ କରୁଥିବା ଡାକ୍ତର ବର୍ତ୍ତମାନ ହସ୍ପିଟାଲରେ ପେଟ ରୋଗ କାରଣରୁ ଦାଖଲ ହେଇଛନ୍ତି? ଜାଣନ୍ତୁ ସତ୍ୟ।

ଗତ ମାସ ମନୋଜ ମିତ୍ତଲ ନାମକ ଜଣେ ଡାକ୍ତରଙ୍କର ଗୋବର ଖାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା। ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯାହା ସହିତ ଦାବି କରା ଯାଇଛି ଯେ ସେ ଗଭୀର ରୂପରେ ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଭାଇରାଲ ପୋଷ୍ଟରେ ତାଙ୍କର ଗୋବର ଖାଉଥିବା ଫୋଟୋ ସହିତ ହସ୍ପିଟାଲରେ ଚିକିତ୍ସା ହେଉଥିବା ଜଣେ ବ୍ୟକ୍ତିଙ୍କର ଫୋଟୋ ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ହସ୍ପିଟାଲରେ ଚିକିତ୍ସା ହେଉଥିବା […]

Continue Reading

ଭାଇରାଲ ଭିଡିଓରେ ଯୋଗୀ ଆଦିତ୍ୟନାଥ ୟୁପି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ୟ୍ୟଙ୍କୁ ନୁହେଁ ବରଂ ବିଜେପି ନେତା ବିଚନ୍ଦ୍ର ଚନ୍ଦ୍ର କୌଶିକଙ୍କୁ ଗାଳି ଦେଉଛନ୍ତି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି , ଯେଉଁଥିରେ ଦାବି କରାଯାଉଛି ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ୟୁପି ଡେପୁଟି ସିଏମ କେଶବ ପ୍ରସାଦ ମୋର୍ୟ୍ୟଙ୍କୁ ଅପମାନିତ କରୁଥିବା ଭିଜୁଆଲ ଅଟେ। ଏହି ଭିଡିଓରେ ଯୋଗୀ ଆଦିତ୍ୟନାଥ ଜଣେ ବ୍ୟକ୍ତିଙ୍କୁ ତାଙ୍କୁ ଗାଳିଗୁଲଜ କରୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓରେ କରାଯାଇତିବା ଦାବି ମିଥ୍ୟା ଅଟେ। 10 ଡିସେମ୍ବରରେ My Blood Congress ପେଜରେ ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

2018ର ଭିଡିଓକୁ ବର୍ତ୍ତମାନ ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପର ଦୃଶ୍ୟ ଦାବିରେ ଭାଇରାଲ ହେଉଛି।

14 ଡିସେମ୍ବର ରେ, ଇଣ୍ଡୋନେସିଆରେ ଏକ ଭୂକମ୍ପରେ ସୁନାମି ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ଏହି ଭୂକମ୍ପର ଭିଡିଓ ପୋଷ୍ଟ କରି ଇଣ୍ଡୋନେସିଆରେ କମ୍ପନ ବୋଲି ଦାବି କରିଥିଲେ। ଭିଡିଓରେ ଏକ ଘର ହଲୁଥିବାର ଏବଂ ଲୋକ ଭୟରେ ଦଉଡ଼ୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓ ପୁରୁଣା ଅଟେ। ଏବଂ ଭିଡିଓର ବର୍ତ୍ତମାନ ଇଣ୍ଡୋନେସିଆ ଭୂମିକମ୍ପ ସହ କୌଣସି ସମ୍ପର୍କ ନାହିଁ।  14 ଡିସେମ୍ବରରେ Nilachala News ନାମକ ଏକ ଖବର […]

Continue Reading

କ’ଣ ସେନା ଯବାନଙ୍କ ସହିତ ଲଡେଇ କରୁଥିବା ସ୍ଥାନୀୟ ଲୋକଙ୍କର ଏହି ଭିଡିଓ ନାଗାଲାଣ୍ଡର ଅଟେ? ଜାଣନ୍ତୁ ସତ୍ୟ।

୪ ଡିସେମ୍ବରରେ ନାଗାଲାଣ୍ଡରେ ଭାରତୀୟ ସେନା ପେଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ସହିତ ଏକ ଲଢେଇ ହେବାରୁ ଗୁଳିଚାଳନାରେ ୧୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକେ ଆଘାତ ହୋଇଥିଲେ। ସୈନ୍ୟମାନେ ଦାବି କରିଛନ୍ତି ଯେ ଏହା ଭୁଲ ବୁଝାମଣା କାରଣରୁ ଘଟିଥିଲା କିନ୍ତୁ ସ୍ଥାନୀୟ ଲୋକେ ଏହି ଦାବିର ଖଣ୍ଡନ କରିଥିଲେ।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର ହେଉଛି ଯେଉଁଥିରେ ସ୍ଥାନୀୟ ଲୋକେ ଚାଷ ଜମିରେ […]

Continue Reading

କ’ଣ ଇଣ୍ଡୋନେସିଆରେ ଏକ ଜୀବିତ ମମୀ ମିଳିଛି ଯାହା ବେଳେ ବେଳେ ନିଶ୍ଵାସ ନେଉଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମମିର ଫୋଟୋ ଭାଇରାଲ ହେଉଛି ଏବଂ ଦାବି କରା ଯାଇଛି ଏହି ମମି ଇଣ୍ଡୋନେସିଆ ଦେଶରେ ମିଳିଛି ଯାହା ବେଳେ ବେଳେ ନିଶ୍ଵାସ ମଧ୍ୟ ନିଏ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଛି ଏହି ପୋଷ୍ଟରେ? ୧୦ ଡିସେମ୍ବରରେ ପାଗଳ ଖାନା ନାମକ ଏକ ଟୁଇଟର ଏକାଉଣ୍ଟର ହେଣ୍ଡେଲରେ ଏକ ମମିର ଫୋଟୋ ପୋସ୍ତ କରି ଦାବି କରା ଯାଇଛି ଯେ, “ଇଣ୍ଡୋନେସିଆରେ ୮୦୦୦ […]

Continue Reading

କ’ଣ ଏହି ଫୋଟୋରେ ଅଖିଲେଶ ଯାଦବ ନିଜ ଜୀବିତ ପିତା ମୁଲାୟମ ସିଂହକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଏନଆଇ ନ୍ୟୁଜର ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଉତ୍ତରପ୍ରଦେଶର ସପା ନେତା ଅଖିଲେଶ ୟାଦବ ନିଜ ଜୀବିତ ପିତା ମୁଲାୟମ ସିଙ୍ଘଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ୩୦ ନଭେମ୍ବରରେ ପୂର୍ଣ ଚନ୍ଦ୍ର ମିଶ୍ର ନାମକ ଏକ ବ୍ୟକ୍ତି ଅଖିଲେଶ ୟାଦବଙ୍କ ଏହି ଫୋଟୋ ପୋଷ୍ଟ କରି କହିଛନ୍ତି, “ଜୀବିତ ପିତାଙ୍କୁ ଦୀପ, ଭୋଗ ଦେବାରେ ଇଏ ବୋଧ ହୁଏ ପ୍ରଥମ ହିନ୍ଦୁ ହେଇଥିବେ।” ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading

କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଏବଂ ଜୟଦେବ ଜେନାଙ୍କ ଫଟୋକୁ ଏଡିଟ୍ କରି ସିଏମ୍ ନବୀନ ପଟ୍ଟନାୟକଙ୍କୁ ଟାରଗେଟ କରାଯାଉଛି।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ନାମରେ ଅନେକ ଭିଡିଓ ଏବଂ ଫଟୋ ମିଥ୍ୟା ଦାବିରେ ଭାଇରାଲ ହୋଇଛି। ଏବଂ ଆମେ ମିଥ୍ୟା ଦାବିରେ ଭାଇରାଲ ହେଉଥିବା ପୋଷ୍ଟର ସତ୍ୟତା ଜାଞ୍ଚ ମଧ୍ୟ କରିଛୁ। ଏହି ପରି ଅନ୍ୟ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ  ଓଡ଼ିଶା କଂଗ୍ରେସ ଦଳର ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖାଯାଉଛନ୍ତି। ଫଟୋରେ ନବୀନ ପଟ୍ଟନାୟକ ଏବଂ ନିରଂଜନ ପଟ୍ଟନାୟକ ମୁଣ୍ଡରେ ମୁସଲମାନମାନଙ୍କ ଟୋପି ଲଗାଇଥିବାର […]

Continue Reading

ଅକ୍ଟୋବରରେ ଛତିଶଗଡ଼ରେ ହୋଇଥିବା ରାଲିର ଭିଡିଓକୁ ମଥୁରା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ମଥୁରା ବୋଲି ଦାବି କରାଯାଉଛି। ଭିଡିଓରେ ଲୋକମାନେ ଦଙ୍ଗା କରୁଥିବାର ଦେଖାଯାଉଛନ୍ତି। ଏହା ସହ ଆଖପାଖର ସମସ୍ତ ଜିନିସ ଭାଙ୍ଗୁଥିବାର ମଧ୍ୟ ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ ଏହା 6 ଡିସେମ୍ବରରେ ମଥୁରାରେ ହୋଇଥିବା ଦଙ୍ଗାର ଦୃଶ୍ୟ । ଆମ ଅନୁସନ୍ଧାନରେ  ଭାଇରାଲ ଭିଡିଓ ମଥୁରାର ନୁହେଁ ଛତିଶଗଡ଼ର ଅଟେ।  7 ଡିସେମ୍ବରରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

ନବୀନ ପଟ୍ଟନାୟଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ବକୱାସ କହୁଥିବା ଭାଇରାଲ ଭିଡିଓ ଏଡିଟ୍ କରି ମିଥ୍ୟା ଦାବିରେ ସେୟାର କରାଯାଉଛି।

ଓଡ଼ିଶା ରାଜ୍ୟରେ ବିଜେଡି ସରକାରର ଯୋଜନା ଲାଗୁ ହୋଉଥିବା ବେଳେ ଏହାକୁ ନେଇ ଅନେକ ଚର୍ଚ୍ଚା ସୋସିଆଲ ମିଡିଆରେ ଲାଗି ରହିଥାଏ। ବିଜେଡ଼ି ଯାଜନା ଠାକ୍ ଭାବରେ ଚାଲୁଛି ନା ନହିଁ ଏହା ମଧ୍ୟ କେବେ କେବେ ପ୍ରଶ୍ନ ବାଚକ ହୋଇ ରହାଯାଏ। ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକଙ୍କୁ ଜଣେ ସାମ୍ବାଦିକ ହିନ୍ଦିରେ ପ୍ରଶ୍ନ କରୁଛନ୍ତି ଯେ, (ବିଜୁ ସ୍ୱାସ୍ଥ୍ୟ ୟୋଜନା କେସେ ଚଲରହା ହେ […]

Continue Reading

କ’ଣ ଗୋଡସେ ଏବଂ ମହାତ୍ମା ଗାନ୍ଧୀଙ୍କୁ ନେଇ ମୋହନ ଭାଗବତ ଟୁଇଟ ମାଧ୍ୟମରେ ନିଜ ମନ୍ତବ୍ୟ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

ରାଷ୍ଟ୍ରୀୟ ସ୍ୱୟମସେବକ ସଂଘ ଅଧ୍ୟକ୍ଷ ମୋହନ ଭାଗବତଙ୍କର ଏକ ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଟୁଇଟର ସ୍କ୍ରିନଶଟ୍ ରେ ଲେଖା ଯାଇଛି, କିଏ ଠିକ ଥିଲା ବା କିଏ ଭୁଲ, ଏଇ କଥା ଆପଣ ମାନେ ନିର୍ଣୟ କରିବେନି। ଛାତ୍ର ମାନଙ୍କୁ ଗୋଡସେଙ୍କ ବିଷୟରେ ପଢାନ୍ତୁ ଏବଂ ଗାନ୍ଧୀଙ୍କ ବିଷୟରେ ମଧ୍ୟ ପଢାନ୍ତୁ। ଛାତ୍ର ମାନେ ନିଜେ ନିର୍ଣୟ କରିଦେବେ କିଏ ଠିକ ଏବଂ କିଏ ଭୁଲ। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ଦ୍ଵାରା ଜାଣିବାକୁ […]

Continue Reading

କ’ଣ ପୋଷ୍ଟରେ ଥିବା ଫୋଟୋ ବିଗତ ଦିନ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ତିନି ଦିନ ପୂର୍ବରୁ ତାମିଲନାଡୁର କୁନ୍ନୁର ଅଞ୍ଚଳରେ ଏକ ଭାରତ ସେନା ହେଲିକପ୍ଟର ଦୁର୍ଘଟଣା ହେଇଥିଲା। ଏହି ବିମାନରେ ଚିଫ୍ ଅଫ୍ ଡିଫେନ୍ଶ୍ ଷ୍ଟାଫ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଭାରତ ସେନା ଯବବା ଯାତ୍ରା କରୁଥିଲେ। କିନ୍ତୁ ସେହି ହେଲିକପ୍ଟର ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପୋଷ୍ଟରେ ଥିବା ଫୋଟୋ ବିପିନ ରାୱତଙ୍କର […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ବିପିନ ରାୱତଙ୍କର ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ବିପିନ ରାବତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଭାରତ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ସମୟରେ ହେଲିକପ୍ଟର ଦୁର୍ଘଟଣା ହେଇଥିଲା। ଏହି ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇ ଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ସିଡିଏସ୍ ବିପିନ ରାୱତ, ତାଙ୍କ ସହକର୍ମୀ ଏବଂ କିଛି ପାରିବାରିକ ଲୋକେ ସେହି ହେଲିକପ୍ଟରରେ ଯାତ୍ରା କରୁଥିଲା ସମୟରେ ତାମିଲନାଡୁର କୁନ୍ନୁର ଅଞ୍ଚଳରେ ତାଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।  ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ […]

Continue Reading

କ’ଣ ଭିଡିଓରେ ହେଲିକପ୍ଟର ଦୁର୍ଘଟଣା ହେଉଥିବା ଭିଡିଓ ବିପିନ ରାୱତଙ୍କ ଦୁର୍ଘଟଣାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ଦୁଇ ଦିନ ପୂର୍ବରୁ ଦେଶକୁ ଏକ ଦୁଖଦ ଖବର ମିଳିଲା। ଭାରତର ପ୍ରଥମ ପ୍ରତିରକ୍ଷା ଅଧ୍ୟକ୍ଷ ବିପିନ ରାୱତଙ୍କ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ଖବର ସାମନାକୁ ଆସିଥିଲା। ଏହି ଦୁର୍ଘଟଣା ତାମିଲନାଡୁର କୁନ୍ନୁର ଅଚଳରେ ଘଟିଥିଲା। ଏହି ଘଟଣା ନେଇ ଭାରତ ବାୟୁ ସେନା ନିଜ ଅଫିସିଆଲ ଟୁଇଟର ହେଣ୍ଡେଲରୁ ଏକ ଟୁଇଟ ମାଧ୍ୟମରେ ଖବର ଦେଇଛି ଯେ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ ୧୧ ଜଣଙ୍କର […]

Continue Reading

Mi-17 କ୍ରାସ୍-ଲ୍ୟାଣ୍ଡର ଚପର ଦୁର୍ଘଟଣା ପୁରୁଣା ଭିଡିଓକୁ CDS ରାୱତଙ୍କ ଚପର ଦୁର୍ଘଟଣା ଦୃଶ୍ୟ ଦାବିରେ ଭାଇରାଲ ।

ଏକ ଚପର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ଖବର ପ୍ରକାଶିତ ହେଲା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।  ତାମିଲନାଡୁର କୁନୁରରେ ଘଟିଥିବା ସାଂଘାତିକ ଦୁର୍ଘଟଣାରେ ବିପିନ ରାୱତ୍ ଏବଂ ତାଙ୍କ ପତ୍ନୀ ସହ ଅନ୍ୟ 11 ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। କିଛି ସମୟ ପରେ, ଏକ ପାହାଡ ଅଞ୍ଚଳରେ ଥିବା ଜଙ୍ଗଲ ମଝିରେ ଏକ ଚପର କ୍ରାସ୍ ଅବତରଣ କରିବାର ଏକ ଭିଡିଓ […]

Continue Reading

କ’ଣ ନିର୍ବାଚନ ଜିତିବା ପରେ ଅଖିଲେଶ ଯାଦବ ପ୍ରକୃତରେ ଅଯୋଧ୍ୟାର ନାମ ବଦଳାଇବାର ପ୍ରତିଶ୍ରୁତି ନେଇଛନ୍ତି? ଜାଣନ୍ତୁ ସତ୍ୟ।

ଆସନ୍ତା ବର୍ଷ ୨୦୨୨ ରେ ଉତ୍ତରପ୍ରଦେଶ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ପୋଷ୍ଟରେ ରିପବ୍ଲିକ ଭାରତ ନ୍ୟୁଜ ଚ୍ୟାନାଲର ଏକ ସ୍କ୍ରିନଶଟ୍ ଦେଖିବାକୁ ମିଳିଛି ଯେଉହନୀରେ ଲେଖା ଯାଇଛି ଯେ ନିର୍ବାଚନ ଜିତିବା ପରେ ଅଖିଲେଶ ଯାଦବ ଅଯୋଧ୍ୟାର ନାମ ବଦଳାଇବାର ନିଷ୍ପତ୍ତି ନେଇଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୮ ନଭେମ୍ବରରେ ସତୀଶ […]

Continue Reading

କଳା ପୋଷାକରେ ଦେଖାଯାଇଥିବା ଝିଅ ଜାବେଦ ଅଖତରଙ୍କ ନାତୁଣୀ ନୁହେଁ ବରଂ ଜଣେ ଟିଭି ଅଭିନେତ୍ରୀ ଉର୍ଫି ଜାବେଦ ଅଟନ୍ତି।

ସୋସିଆଲ ମିଡିଆରେ ବଲିଉଡର ଗୀତିକାର ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତରଙ୍କ ନାତୁଣୀର ନାମରେ ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେରେ କଳା ରଙ୍ଗର ପୋଷାକ ପିନ୍ଧିଥିବା ଏହି ଯୁବତୀକୁ ତାଙ୍କ ପୋଷାକ ଉପରେ ଟାର୍ଗେଟ କରି ଜାଭେଦ ଅଖତରଙ୍କ ନାତୁଣୀ ବୋଲି ବର୍ଣ୍ଣନା କରିଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ,  ଫଟୋଟି ଜାଭେଦ ଅଖତରଙ୍କ ନାତୁଣୀର ନୁହେଁ, ବରଂ ଟିଭି କଳାକାର ଉର୍ଫି ଜାଭେଦଙ୍କ ଅଟେ।  3 ଡିସେମ୍ବରରେ ଦେବବ୍ରତ ମହାନ୍ତି […]

Continue Reading

କ’ଣ ନିଜ ବନ୍ଧୁ ମାନଙ୍କ ସହିତ ଜନ୍ମଦିନ ପାଳନ କରୁଥିବା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଯୁବକଙ୍କ ଜନ୍ମଦିନ ତାଙ୍କ ବନ୍ଧୁ ମାନେ ରାସ୍ତା ମଝିରେ ପାଳନ କରୁଛନ୍ତି। ଏହି ଭିଡିଓ ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଭିଡିଓରେ ଆମେ ଦେଖି ପାରୁଛି ଯେ ଏକ ସ୍କୁଟି ଉପରେ କେକ୍ ରାଖୀ ତାକୁ କାଟୁଛନ୍ତି। ସେହି ସମୟରେ ତାଙ୍କ ବନ୍ଧୁ ମାନେ ସେଠାରେ ନାଚୁଛନ୍ତି। କେକ୍ କଟା ସାରିଲା ପରେ ସେମାନେ ଜନ୍ମଦିନ ଥିବା ଯୁବକଙ୍କ ମୂହ ଏବଂ ମୁଣ୍ଡରେ […]

Continue Reading

କ’ଣ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କୋଭିଡକୁ ନେଇ ଷଡଯନ୍ତ୍ର କରୁଛି କି? କ’ଣ ଭାଇରାଲ ହେଉଥିବା ମେସେଜ୍ କୋଭିଡର ବିଭିନ୍ନ ଲହର ବିଷୟରେ ଦର୍ଶାଉଛି?ଜାଣନ୍ତୁ ସତ୍ୟ।

କରୋନା ଭାଇରସର ଦ୍ଵିତୀୟ ଲହର ଶେଷ ହେଇ ଆସୁଥିବା ସମୟରେ ବର୍ତ୍ତମାନ ସଂସାର ଉପରେ ଏକ ନୂତନ ବିପଦ ଆସିଛି। ଏକ ନୂତନ କରୋନା ଭାଇରସ ବିଷୟରେ ଜାଣିବାକୁ ମିଳିଛି ଯାହା ଖୁବ ତୀବ୍ରରେ ଲୋକଙ୍କ ମଧ୍ୟରେ ବିସ୍ତାର ଯେଉଛି ବୋଲି କୁହା ଯାଉଛି। ଓମିକ୍ରନ ନାମକ ଏହି ନୂତନ କରୋନା ଭାଇରସ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା। ଏହା ପୁଣି ଥରେ ଦୁନିଆରେ କରୋନା ସଙ୍କଟ ସୃଷ୍ଟି କରିଛି।  ବର୍ତ୍ତମାନ କରୋନାର ନୂତନ ପ୍ରକାରର […]

Continue Reading

କେଜ୍ରିୱାଲ ଦିଲ୍ଲୀର ବିଦ୍ୟାଳୟଗୁଡ଼ିକୁ ମାଦରସେରେ ପରିଣତ କରିବା ଦାବିରେ ଭାଇରାଲ ଭିଡିଓ ୟୁପି ବିଜୟ ନଗର ଅଟେ।

ସୋସିଆଲ ମିଡିଆରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରୁଥିବା ଏକ ଭିଡିଓ ବହୁଳ ଭାବରେ ସେୟାର କରାଯାଉଛି। ପୋଷ୍ଟରେ ଦାବି କରାଯାଉଛି  ଯେ, ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକୁ ଧାର୍ମିକ ସ୍ଥାନରେ ପରିଣତ କରିବା ଆରମ୍ଭ କରିଛନ୍ତି। ଭିଡିଓରେ ଏକ ପ୍ରାଥମିକ ବିଦ୍ୟାଳୟର ମୁସଲିମ ସମ୍ପ୍ରଦାୟର କିଛି ଲୋକ, ପିଲାମାନଙ୍କ ସମେତ ଏକ ଶ୍ରେଣୀଗୃହରେ ବସିଥିବାର ଦେଖାଯାଉଛି।  ଭିଡିଓରେ ଜଣେ ବ୍ୟକ୍ତି ଶ୍ରେଣୀରେ ଚାଲିଥିବା କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଉଛନ୍ତି ଏବଂ କହୁଛନ୍ତି ଯେ […]

Continue Reading

ସମାଜବାଦୀ ପାର୍ଟି ସମୟରେ(2016) ପ୍ରକାଶିତ ଖବରର ଏକ ସ୍କ୍ରିନସଟ ବର୍ତ୍ତମାନ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି ସେୟାର କରାଯାଉଛି |

ସୋସିଆଲ ମିଡିଆରେ ଖବରକାଗଜ କ୍ଲିପିଂର ଏକ ଫୋଟ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଅଛି ଯେ  ଡିଏମ୍ ସାର୍  ମୁଁ  ପଢିବାକୁ ଚାହୁଁଛି, କିନ୍ତୁ ମାଷ୍ଟର ମୋତେ ଭିତରକୁ ଯିବାକୁ ଦେଉନାହାନ୍ତି। ଯୋଗୀ ସରକାରଙ୍କ ଶାସନ କାଳରେ ଉତ୍ତରପ୍ରଦେଶରେ ଏହି ଘଟଣା ଘଟିଛି ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି। ଖବରକାଗଜ ଅନୁଯାୟୀ, ୟୁପିର ଗୋଣ୍ଡା ସହରର ଛାତ୍ର ରାମାନୁଜ ଯାଦବ ତାଙ୍କ ଅଞ୍ଚଳର ଜୁନିଅର ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ଆଡମିଶନ କରିବାକୁ ଚାହୁଁଥିଲେ, କିନ୍ତୁ […]

Continue Reading

ଉତ୍ତରପ୍ରଦେଶରେ ଜମି ବିବାଦକୁ ନେଇ ଭାଇରାଲ ଭିଡିଓକୁ ରାଜସ୍ଥାନର କହି ମିଥ୍ୟା ଦାବିରେ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ରାସ୍ତାରେ ଜୋରଦାର ଲଢ଼ୁଥିବାର ନଜର ଆସୁଛନ୍ତି। ଏଥିସହିତ ଜଣେ ପୁରୁଷ ରାସ୍ତାରେ ପଡ଼ିଥିବା ଜଣେ ମହିଳାଙ୍କୁ ପିଟୁଛନ୍ତି। ଅନ୍ୟ ଜଣେ ପୁରୁଷ ମହିଳାଙ୍କୁ ବାଡ଼ିରେ ପିଟୁଥିବାର ଦେଖିବାକୁ ମିଳୁଛି। ରାଜସ୍ଥାନ ଦାବିରେ ଏହି ଭିଡିଓ ଭାଇରାଲ ହେବା ସହିତ କଂଗ୍ରେସ ଶାସିତ ରାଜ୍ୟରେ ମହିଳାଙ୍କ ପ୍ରତି ଏପରି ଅତ୍ୟାଚାର କରାଯାଉଛି ବୋଲି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଅପମାନିତ କରାଯାଉଛି। ଆପଣଙ୍କୁ କହିରଖୁଛୁ […]

Continue Reading

କ’ଣ ଫୋଟୋରେ ବୃଦ୍ଧା ଅବସ୍ତାରେ ଏହି ବ୍ୟକ୍ତି ୨୦୧ ବର୍ଷୀୟ ତିବତ ସନ୍ତ ଅଟନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦୁଇଟି ପୋଲିସକର୍ମୀ ବୃଦ୍ଧା ଅବସ୍ତାର ଏକ ବ୍ୟକ୍ତିଙ୍କୁ ଧରି ଚିଡ଼ା ହେଇଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ବ୍ୟକ୍ତି ୨୦୧ ବର୍ଷ ବୟସର ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ବୋଲି ବିଶ୍ଵାସ କରା ଯାଉଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ପୋଷ୍ଟର? ୨୭ ନଭେମ୍ବରରେ ଶିବ ଶଙ୍କର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ […]

Continue Reading

କ’ଣ ଜଣେ କ୍ରିଷ୍ଟ ଧର୍ମ ଲୋକକୁ ତାମିଲନାଡ଼ୁ ସରକାର ଏକ ହିନ୍ଦୁ ମନ୍ଦିରର ପୁରୋହିତ ନିଯୁକ୍ତି କରିଛନ୍ତି ଏବଂ ସେ ମଦ୍ୟପାନ କରୁଛନ୍ତି?

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ହିନ୍ଦୁ ପୁରୋହିତ ଭେଶରେ ଜଣେ ବ୍ୟକ୍ତି ମଦ୍ୟପାନ କରୁଛନ୍ତି ଏବଂ ଦ୍ଵିତୀୟ ଫୋଟୋରେ ଜଣେ ବ୍ୟକ୍ତି ଭଗବାନଙ୍କର ମୂର୍ତି ଉପରେ ପାଦ ରଖି ଭଗବାନଙ୍କର ଅପମାନ କରିଛନ୍ତି। ଏହି ଦୁଇଟି ଫୋଟୋକୁ ପୋଷ୍ଟ କରି ଦାବି କରା ଯାଇଛି ଯେ “ଫୋଟୋରେ ମଦ୍ୟପାନ କରୁଥିବା ବ୍ୟକ୍ତି ଜଣେ କ୍ରିଷ୍ଟ ଧର୍ମ ଲୋକ ଥୋମାସ ରାଜନ ଅଟନ୍ତି ଯାହାକୁ ତାମିଲନାଡୁ ସରକାର […]

Continue Reading

କ’ଣ ଉତ୍ତରପ୍ରଦେଶ ଟିଇଟି ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀ ମାନେ ଖୋଲା ଆକାଶ ତଳେ ସୋଇଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ କ ଖବର ପ୍ରଚାର ଯେଉଛି ଯେ ଉତ୍ତରପ୍ରଦେଶର ଶିକ୍ଷକ ଯୋଗ୍ୟତା ପରୀକ୍ଷା, ପ୍ରଶ୍ନ କାଗଜ ଲିକ୍ ହେତୁ ରଦ୍ଦ କରା ଯାଇଛି। ଏହି କାରଣରୁ ଆସନ୍ତା ବର୍ଷ ନିର୍ବାଚନ ପାଇଁ ରାଜନୈତିକ ନିଆ ଲଗାଇଛି।  ଏହା ମଧ୍ୟରେ ସୋସିଆଲ ମିଡିଆରେ ରାସ୍ତାର ସୋଇଥିବା କିଛି ଲୋକଙ୍କର ଏଏକ ଭିଡିଓ ଭାଇରାଲ ହେଉଛି। ଭିଡିଓ ଦେଖି ଜଣା ପଡୁଛି ଯେ ଏହା ଶୀତ ମାସ ଭିଡିଓ ଅଟେ। ଭିଡିଓ ପୋଷ୍ଟ କରି ଦାବି କରା […]

Continue Reading