କଳା ପୋଷାକରେ ଦେଖାଯାଇଥିବା ଝିଅ ଜାବେଦ ଅଖତରଙ୍କ ନାତୁଣୀ ନୁହେଁ ବରଂ ଜଣେ ଟିଭି ଅଭିନେତ୍ରୀ ଉର୍ଫି ଜାବେଦ ଅଟନ୍ତି।
ସୋସିଆଲ ମିଡିଆରେ ବଲିଉଡର ଗୀତିକାର ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତରଙ୍କ ନାତୁଣୀର ନାମରେ ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେରେ କଳା ରଙ୍ଗର ପୋଷାକ ପିନ୍ଧିଥିବା ଏହି ଯୁବତୀକୁ ତାଙ୍କ ପୋଷାକ ଉପରେ ଟାର୍ଗେଟ କରି ଜାଭେଦ ଅଖତରଙ୍କ ନାତୁଣୀ ବୋଲି ବର୍ଣ୍ଣନା କରିଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଫଟୋଟି ଜାଭେଦ ଅଖତରଙ୍କ ନାତୁଣୀର ନୁହେଁ, ବରଂ ଟିଭି କଳାକାର ଉର୍ଫି ଜାଭେଦଙ୍କ ଅଟେ। 3 ଡିସେମ୍ବରରେ ଦେବବ୍ରତ ମହାନ୍ତି […]
Continue Reading