ଅକ୍ଟୋବରରେ ଛତିଶଗଡ଼ରେ ହୋଇଥିବା ରାଲିର ଭିଡିଓକୁ ମଥୁରା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ମଥୁରା ବୋଲି ଦାବି କରାଯାଉଛି। ଭିଡିଓରେ ଲୋକମାନେ ଦଙ୍ଗା କରୁଥିବାର ଦେଖାଯାଉଛନ୍ତି। ଏହା ସହ ଆଖପାଖର ସମସ୍ତ ଜିନିସ ଭାଙ୍ଗୁଥିବାର ମଧ୍ୟ ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ ଏହା 6 ଡିସେମ୍ବରରେ ମଥୁରାରେ ହୋଇଥିବା ଦଙ୍ଗାର ଦୃଶ୍ୟ । ଆମ ଅନୁସନ୍ଧାନରେ  ଭାଇରାଲ ଭିଡିଓ ମଥୁରାର ନୁହେଁ ଛତିଶଗଡ଼ର ଅଟେ।  7 ଡିସେମ୍ବରରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

ନବୀନ ପଟ୍ଟନାୟଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ବକୱାସ କହୁଥିବା ଭାଇରାଲ ଭିଡିଓ ଏଡିଟ୍ କରି ମିଥ୍ୟା ଦାବିରେ ସେୟାର କରାଯାଉଛି।

ଓଡ଼ିଶା ରାଜ୍ୟରେ ବିଜେଡି ସରକାରର ଯୋଜନା ଲାଗୁ ହୋଉଥିବା ବେଳେ ଏହାକୁ ନେଇ ଅନେକ ଚର୍ଚ୍ଚା ସୋସିଆଲ ମିଡିଆରେ ଲାଗି ରହିଥାଏ। ବିଜେଡ଼ି ଯାଜନା ଠାକ୍ ଭାବରେ ଚାଲୁଛି ନା ନହିଁ ଏହା ମଧ୍ୟ କେବେ କେବେ ପ୍ରଶ୍ନ ବାଚକ ହୋଇ ରହାଯାଏ। ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକଙ୍କୁ ଜଣେ ସାମ୍ବାଦିକ ହିନ୍ଦିରେ ପ୍ରଶ୍ନ କରୁଛନ୍ତି ଯେ, (ବିଜୁ ସ୍ୱାସ୍ଥ୍ୟ ୟୋଜନା କେସେ ଚଲରହା ହେ […]

Continue Reading

କ’ଣ ଗୋଡସେ ଏବଂ ମହାତ୍ମା ଗାନ୍ଧୀଙ୍କୁ ନେଇ ମୋହନ ଭାଗବତ ଟୁଇଟ ମାଧ୍ୟମରେ ନିଜ ମନ୍ତବ୍ୟ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

ରାଷ୍ଟ୍ରୀୟ ସ୍ୱୟମସେବକ ସଂଘ ଅଧ୍ୟକ୍ଷ ମୋହନ ଭାଗବତଙ୍କର ଏକ ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଟୁଇଟର ସ୍କ୍ରିନଶଟ୍ ରେ ଲେଖା ଯାଇଛି, କିଏ ଠିକ ଥିଲା ବା କିଏ ଭୁଲ, ଏଇ କଥା ଆପଣ ମାନେ ନିର୍ଣୟ କରିବେନି। ଛାତ୍ର ମାନଙ୍କୁ ଗୋଡସେଙ୍କ ବିଷୟରେ ପଢାନ୍ତୁ ଏବଂ ଗାନ୍ଧୀଙ୍କ ବିଷୟରେ ମଧ୍ୟ ପଢାନ୍ତୁ। ଛାତ୍ର ମାନେ ନିଜେ ନିର୍ଣୟ କରିଦେବେ କିଏ ଠିକ ଏବଂ କିଏ ଭୁଲ। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ଦ୍ଵାରା ଜାଣିବାକୁ […]

Continue Reading