କ’ଣ ଇଣ୍ଡୋନେସିଆରେ ଏକ ଜୀବିତ ମମୀ ମିଳିଛି ଯାହା ବେଳେ ବେଳେ ନିଶ୍ଵାସ ନେଉଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମମିର ଫୋଟୋ ଭାଇରାଲ ହେଉଛି ଏବଂ ଦାବି କରା ଯାଇଛି ଏହି ମମି ଇଣ୍ଡୋନେସିଆ ଦେଶରେ ମିଳିଛି ଯାହା ବେଳେ ବେଳେ ନିଶ୍ଵାସ ମଧ୍ୟ ନିଏ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଛି ଏହି ପୋଷ୍ଟରେ? ୧୦ ଡିସେମ୍ବରରେ ପାଗଳ ଖାନା ନାମକ ଏକ ଟୁଇଟର ଏକାଉଣ୍ଟର ହେଣ୍ଡେଲରେ ଏକ ମମିର ଫୋଟୋ ପୋସ୍ତ କରି ଦାବି କରା ଯାଇଛି ଯେ, “ଇଣ୍ଡୋନେସିଆରେ ୮୦୦୦ […]

Continue Reading

କ’ଣ ଏହି ଫୋଟୋରେ ଅଖିଲେଶ ଯାଦବ ନିଜ ଜୀବିତ ପିତା ମୁଲାୟମ ସିଂହକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଏନଆଇ ନ୍ୟୁଜର ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଉତ୍ତରପ୍ରଦେଶର ସପା ନେତା ଅଖିଲେଶ ୟାଦବ ନିଜ ଜୀବିତ ପିତା ମୁଲାୟମ ସିଙ୍ଘଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ୩୦ ନଭେମ୍ବରରେ ପୂର୍ଣ ଚନ୍ଦ୍ର ମିଶ୍ର ନାମକ ଏକ ବ୍ୟକ୍ତି ଅଖିଲେଶ ୟାଦବଙ୍କ ଏହି ଫୋଟୋ ପୋଷ୍ଟ କରି କହିଛନ୍ତି, “ଜୀବିତ ପିତାଙ୍କୁ ଦୀପ, ଭୋଗ ଦେବାରେ ଇଏ ବୋଧ ହୁଏ ପ୍ରଥମ ହିନ୍ଦୁ ହେଇଥିବେ।” ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading