2018ର ଭିଡିଓକୁ ବର୍ତ୍ତମାନ ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପର ଦୃଶ୍ୟ ଦାବିରେ ଭାଇରାଲ ହେଉଛି।
14 ଡିସେମ୍ବର ରେ, ଇଣ୍ଡୋନେସିଆରେ ଏକ ଭୂକମ୍ପରେ ସୁନାମି ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ଏହି ଭୂକମ୍ପର ଭିଡିଓ ପୋଷ୍ଟ କରି ଇଣ୍ଡୋନେସିଆରେ କମ୍ପନ ବୋଲି ଦାବି କରିଥିଲେ। ଭିଡିଓରେ ଏକ ଘର ହଲୁଥିବାର ଏବଂ ଲୋକ ଭୟରେ ଦଉଡ଼ୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓ ପୁରୁଣା ଅଟେ। ଏବଂ ଭିଡିଓର ବର୍ତ୍ତମାନ ଇଣ୍ଡୋନେସିଆ ଭୂମିକମ୍ପ ସହ କୌଣସି ସମ୍ପର୍କ ନାହିଁ। 14 ଡିସେମ୍ବରରେ Nilachala News ନାମକ ଏକ ଖବର […]
Continue Reading