ଭାଇରାଲ ଭିଡିଓରେ ଯୋଗୀ ଆଦିତ୍ୟନାଥ ୟୁପି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ୟ୍ୟଙ୍କୁ ନୁହେଁ ବରଂ ବିଜେପି ନେତା ବିଚନ୍ଦ୍ର ଚନ୍ଦ୍ର କୌଶିକଙ୍କୁ ଗାଳି ଦେଉଛନ୍ତି।
ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି , ଯେଉଁଥିରେ ଦାବି କରାଯାଉଛି ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ୟୁପି ଡେପୁଟି ସିଏମ କେଶବ ପ୍ରସାଦ ମୋର୍ୟ୍ୟଙ୍କୁ ଅପମାନିତ କରୁଥିବା ଭିଜୁଆଲ ଅଟେ। ଏହି ଭିଡିଓରେ ଯୋଗୀ ଆଦିତ୍ୟନାଥ ଜଣେ ବ୍ୟକ୍ତିଙ୍କୁ ତାଙ୍କୁ ଗାଳିଗୁଲଜ କରୁଥିବାର ଦେଖାଯାଉଛନ୍ତି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓରେ କରାଯାଇତିବା ଦାବି ମିଥ୍ୟା ଅଟେ। 10 ଡିସେମ୍ବରରେ My Blood Congress ପେଜରେ ଭାଇରାଲ ଭିଡିଓ ପୋଷ୍ଟ […]
Continue Reading