ପୁରୁଣା ଫଟୋକୁ କରାଚିର ଶେର୍ ଶାହା ବିସ୍ଫୋରଣର ଦୃଶ୍ୟ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
ଶନିବାର ଦିନ ପାକିସ୍ତାନର କରାଚିରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ 14 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଖବର ଅନୁଯାୟୀ, କରାଚିର ଶେରଶାହା ଅଞ୍ଚଳର ପାରାଚା ଛକ ନିକଟରେ ଥିବା ଏକ ଘରୋଇ ବ୍ୟାଙ୍କ ତଳେ ଥିବା ଏକ ଡ୍ରେନରେ ଏହି ବିସ୍ଫୋରଣ ଘଟିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା। 18 ଡିସେମ୍ବରରେ […]
Continue Reading