ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦର ଆସାଦୁଦ୍ଦିନ ଓୱାଇସିଙ୍କ ଘର ପାଖରେ ଦେଶର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ନିର୍ମାଣ କରିଛନ୍ତି ?
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି , ଯେଉଁଥିରେ ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ହାଇଦ୍ରାବାଦର ଆସାଦୁଦ୍ଦିନ ଓୱାଇସିଙ୍କ ଘର ପାଖରେ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ନାମରେ ଜଣାଶୁଣା ସେଣ୍ଟ ରାମାନୁଜା ଚାରିଆଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି ପୋଷ୍ଟରେ ମୂର୍ତ୍ତିର ବିଶେଷତା ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି ଏବଂ ମୂର୍ତ୍ତିର ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି। ୟୁପି ନିର୍ବାଚନ ପ୍ରସଙ୍ଗରେ ଏହି ଖବର ସେୟାର କରାଯାଉଛି। […]
Continue Reading