ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଲୋକଙ୍କୁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ପାଇଁ କହୁଛନ୍ତି ?

ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଭାଷଣର ଏକ କ୍ଲିପିଂ ଭାଇରାଲ ହେଉଛି। ଭିଡିଓ ମୋଦୀ ଜୀ ଏବଂ ବିଜେପି ଦ୍ୱାରା ସେୟାର କରାଯାଇଛି ଯେଉଁଠାରେ ସେ ଶୁଣିବାକୁ ମିଳୁଛି ଯେ, ହିନ୍ଦୁସ୍ତାନର ଦେଶବାସୀ, ତୁମର ଭବିଷ୍ୟତ ନରେନ୍ଦ୍ର ମୋଦୀଙ୍କ ହାତରେ ଏବଂ ଯଦି ତୁମେ ଉଜ୍ଜ୍ୱଳ ଭବିଷ୍ୟତ ଚାହୁଁଛ। ହଁ, ତା’ପରେ ନରେନ୍ଦ୍ର ମୋଦୀଙ୍କୁ ତୁମର ବର୍ତ୍ତମାନର ସମୟ ଦିଅ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ଏଡ଼ିଟ୍ କରାଯାଇ ମିଥ୍ୟା ଦାବିରେ ସ୍ପଷ୍ଟ ହେଲା।  ଦେବବ୍ରତ ମହାନ୍ତି […]

Continue Reading

କ’ଣ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଶାହରୁଖ ଖାନ ଛେପ ପକାଇଛନ୍ତି? ଜାଣନ୍ତୁ ସତ୍ୟ। 

ନିକଟରେ ଦେଶ ପାଇଁ ଏକ ଦୁଖଦ ଖବର ସାମନାକୁ ଆସିଛି। ସୁର କୋକିଲା ଏବଂ ଦେଶର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଛି। ଗତ ମାସ କରୋନା ଆକ୍ରାନ୍ତ ହୋଇଥିବାରୁ ଲତା ମଙ୍ଗେଶକରଙ୍କୁ ମୁମ୍ବଇର ବ୍ରିଚ୍ କେଣ୍ଡି ହସ୍ପିଟାଲରେ ଦାଖଲ କରା ଯାଇଥିଲା। ଟାଙ୍କିଉ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସିନେମା ଜଗତ, ନେତା ଏବଂ ଅନ୍ୟାନ୍ୟ ସେଲିବ୍ରେଟି ମାନେ ନିଜ ଯୋଗଦାନ ଦେଇ ଥିଲେ। ସେମାନଙ୍କ ମଧ୍ୟରୁ ଶାହରୁଖ ଖାନ ମଧ୍ୟ ଥିଲେ।  ବର୍ତ୍ତମାନ ସୋସିଆଲ […]

Continue Reading

2019 ଅଜମେର ଭିଡିଓକୁ ବର୍ତ୍ତମାନ ଉତ୍ତରପ୍ରେଦଶ ନିର୍ବାଚନ ସହ ଜୋଡ଼ି ଭାଇରାଲ କରାଯାଉଛି।

ୟୁପି ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରିକ୍ରିୟା ଚାଲିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ କିଛି ଭିଡିଓ ଏବଂ ଖବର ଭାଇରାଲ ହେବାରେ ଲାଗିଛି।  ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ 26 ସେକେଣ୍ଡର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଭାରତୀୟ ଜନତା ଦଳର ନେତା ଉପରେ ମାଡ଼ ହେଉଥିବାର ହେଖାଯାଉଛି।   ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, 2019 ରେ ରାଜସ୍ଥାନର ମାସୁଦା, ଅଜମେରରେ ଘଟିଥିବା ଏକ ଘଟଣାର ଭିଡିଓକୁ କିଛି […]

Continue Reading