ପିଲାଟି ସୈନ୍ୟମାନଙ୍କୁ ଡରି ଲୁଚିଥିବା ପୁରୁଣା ଫଟୋକୁ ବର୍ତ୍ତମାନ ୟୁକ୍ରେନ-ଋଷ ଯୁଦ୍ଧ ସହ ଜୋଡ଼ି ଭାଇରାଲ ହେଉଛି।
ସୋସିଆଲ ମିଡିଆକେ ୟୁକ୍ରେନ ଋଷର ବିବାଦକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଏକ ଛୁଆ ସୈନ୍ୟମାନଙ୍କୁ ଡରି କାନ୍ଥ ପଛରେ ଲୁଚିଛି। ଏହି ଭୟାବହ ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚାର ବିଷୟ ପାଲଟିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 28 ଫେବୃଆରିରେ ଜଣେ ସେୟାରଚାଟ୍ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି […]
Continue Reading