କ’ଣ ରୁଷ ରାଷ୍ଟ୍ରପତି ଭାଲ୍ଡିମିର ପୁଟିନ ଏୟାର ଇଣ୍ଡିଆ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି? ଜାଣନ୍ତୁ ସତ୍ୟ।
ୟୁକ୍ରେନରେ ପଢୁଥିବା ଛାତ୍ର ମାନଙ୍କୁ ଫେରାଇ ଆଣିବା ପାଇଁ ଏକ ମିଶନ ପ୍ରାରମ୍ଭ କରିଛି ଯାହାର ନାମ ହେଲା ଅପରେସନ୍ ଗଙ୍ଗା। ଏହି ସମୟରେ ଏୟାର ଇଣ୍ଡିଆରେ ବସିଥିବା ଭାରତୀୟ ଛାତ୍ରମାନଙ୍କ ଏକ ଭିଡିଓ ଇଣ୍ଟର୍ନେଟରେ ଭାଇରାଲ ହେଉଛି। ଏହା ସହିତ ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇଥିଲେ ବୋଲି ଦାବି କରା ଯାଉଛି। ଭାଇରାଲ ଭିଡିଓରେ ଲେଖା ଯାଇଛି ଯେ, “ରୁଷ ରାଷ୍ଟ୍ରପତି ପୁଟିନ ନିଜେ ଏୟାର […]
Continue Reading