ପପୁଲାର ଫ୍ରଣ୍ଟ (PFI) ସଂସ୍ଥାର ୨୦୨୦ ମସିହାରେ ହେଇଥିବା ସ୍ଥାପନା ଦିବସ ରେଲିର ଭିଡିଓକୁ କେରଲର ମୁସଲିମ ସେନାର ପେରେଡ ଦାବି ସହିତ ଭାଇରାଲ କରା ଯାଉଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଲୋକଙ୍କ ବିଶାଳ ସମାବେଶ ପେରେଡ କରୁଥିବା ନଜର ଆସୁଛନ୍ତି। ଦାବି ଅନୁଯାୟୀ ଏହା କେରଲରେ ପିଏଫଆଇ ଦ୍ଵାରା ସୃଷ୍ଟି କରା ଯାଇଥିବା ଇସଲାମିକ ଯୋଦ୍ଧାଙ୍କ ଭିଡିଓ ଅଟେ। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଫେବୃଆଋ ୨୦୨୦ ମସିହାରେ ପିଏଫଆଇଏ ସ୍ଥାପନା ଦିବସ ଅବସରରେ ଆୟୋଜିତ ହେଇଥିବା ଏକ ପେରେଡର ଭିଡିଓ ଅଟେ। କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସହିତ […]
Continue Reading