ଆମେରିକାର ଷ୍ଟେଟ୍ ଅଫ୍ର ରୋଡ୍ ଆଇଲେଣ୍ଡ ବିବେକ ଅଗ୍ନିହୋତ୍ରୀଙ୍କ କାଶ୍ମୀର ଫାଇଲ୍ସ ଦେଖିବା ପରେ କାଶ୍ମୀର ପଣ୍ଡିତଙ୍କ ଜନସଂଘାରକୁ ସ୍ଵୀକୃତି ଦେଇ ନାହିଁ।
ବିବେକ ଅଗ୍ନିହୋତ୍ରୀଙ୍କ ଦ୍ଵାରା ନିର୍ମିତ ଦି କାଶ୍ମୀର ଫାଇଲ୍ସ ରିଲିଜ୍ ହେବା ପରଠୁ ଦେଶରେ ଏକ ଲହର ସୃଷ୍ଟି କରିଛି। ଏହି ସିନେମା ୧୯୯୦ରେ କାଶ୍ମୀରର ହିନ୍ଦୁ ପଣ୍ଡିତଙ୍କ ଜନସଂହାର ଉପରେ ଆଧାରିତ ଅଟେ। ଏହା ଜଡିତ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଆମେରିକାର ଗଣତାନ୍ତ୍ରିକ ରାଜ୍ୟ ରୋଡ୍ ଆଇଲେଣ୍ଡ, କାଶ୍ମୀର ହିନ୍ଦୁ ଜନସଂଘାରକୁ ଆନୁଷ୍ଠାନିକ ଭାବରେ ସ୍ଵୀକୃତି ଦେଇଛି। ୩୨ ବର୍ଷ ପରେ ଏହି ଯନ୍ତ୍ରଣାକୁ […]
Continue Reading