କ’ଣ ଧାକଡ଼ ସିନେମାର ୮ମ ଦିନରେ ମାତ୍ର ୨୦ଟି ଟିକେଟ ବିକ୍ରି ହେବା ପରେ କଙ୍ଗନା ରଣାଓତ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ। 

କଙ୍ଗନା ରଣାଓତଙ୍କ ଧାକଡ଼ ସିନେମା ଫ୍ଲପ୍ ହେବା ପରେ ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଲୋକେ ତାଙ୍କ ପରିହାସ କରୁଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରା ହେବାରେ ଲାଗିଛି। ଭିଡିଓରେ କଙ୍ଗନା ରଣାଓତ କାନ୍ଦୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଧାକଡ଼ ଚଳଚିତ୍ର ଫ୍ଲପ୍ ହେବା ପରେ କଙ୍ଗନା ଏପରି କାନ୍ଦୁଥିବା ନଜର ଆସିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ୨୦୨୦ […]

Continue Reading

କ’ଣ ଭାଇରାଲ ଫୋଟୋରେ ମହାତ୍ମା ଗାନ୍ଧୀ ଇଂରାଜୀ ସୈନ୍ୟଙ୍କ ସହିତ ଛିଡା ହୋଇଛନ୍ତି? ଜାଣନ୍ତୁ ସତ୍ୟ। 

ମହାତ୍ମା ଗାନ୍ଧୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ସେ କିଛି ଲୋକଙ୍କ ସହିତ ଛିଡା ହୋଇଛନ୍ତି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହା ବ୍ରିଟିଶ୍ ସେନାର ଫୋଟୋ ଅଟେ ଏବଂ ମହାତ୍ମା ଗାନ୍ଧୀ ଇଂରାଜୀ ସେନାର ଜଣେ ଅଧିକାରୀ ଥିଲେ।  ଭାଇରାଲ ପୋଷ୍ଟରେ ଲେଖା ଯାଇଛି ଯେ, “ଆପଣ ଜାଣିଛନ୍ତି? ଗୋଟିଏ ସମୟରେ ମହାତ୍ମା ଗାନ୍ଧୀ ବ୍ରିଟିଶ୍ ସେନାର ମେଜର ସାରଜେଣ୍ଟ ଥିଲେ ଏବଂ ବ୍ରିଟିଶ୍  […]

Continue Reading