ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମୋଦିଙ୍କ ସାଙ୍ଗରେ କିଛି ମହିଳା କିର୍ତ୍ତନ କରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓ ସହ ଦାବି କରାଯାଉଛି ଯେ, ଭିଡିଓ କୋରୋନା କଳର ଅଟେ। ଯେତେବେଳେ ଲୋକମାନେ କୋରୋନା ସହିତ ଲଡ଼ୁଥିଲେ, ସେତେ ବେଳେ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୀ ଫିଲ୍ମ ଗୀତରେ କିର୍ତ୍ତନ କରୁଥିଲେ।  Babeena Pattanayak ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ୟେ […]

Continue Reading

କ’ଣ ବାଲି ମାଫିଆକୁ ପୋଲିସ ଧରିବାର ଚେଷ୍ଟା କରୁଥିବା ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉନ୍ଥିରେ ପୋଲିସ ଗୋଟିୟୀ ଟ୍ରାକ୍ଟର ପିଛା କରି ତାକୁ ଜବତ କରିବାକୁ ଚେଷ୍ଟା କରୁଛି କିନ୍ତୁ ସେହି ଟ୍ରାକ୍ଟର ପୋଲିସ କବଳରୁ ଖସି ପଳାଉଛି। ପୋଷ୍ଟ ଦାବି ଅନୁଯାୟୀ ଏହି ଭିଡିଓ ଓଡ଼ିଶାର ଅଟେ।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଉତ୍ତରାଖଣ୍ଡ ରାଜ୍ୟରେ ପୋଲିସ ବାଲି ମାଫିଆକୁ ଧରୁଥିବାର ଏକ ପୁରୁଣା ଭିଡିଓକୁ ଓଡ଼ିଶାର ଘଟଣା ଦାବି ସହିତ ଭାଇରାଳ କରା ଯାଉଛି।  […]

Continue Reading

କ’ଣ ଭାରତର ନୂତନ ନୋଟ୍ ଗୁଡ଼ିକରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ହଟାଇ ରବୀନ୍ଦ୍ରନାଥ ଟାଗୋର ଏବଂ କଲାମଙ୍କ ଫୋଟୋ ରଖିବାର ନିଷ୍ପତ୍ତି ନେଇକି ଆରବିଆଇ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଭାରତର ନୂତନ ନୋଟ୍ ଗୁଡ଼ିକରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ହଟାଇ ରବୀନ୍ଦ୍ରନାଥ ଟାଗୋର ଏବଂ କାଲାମଙ୍କ ଫୋଟୋ ରଖିବାର ନିଷ୍ପତ୍ତି ନେଇକି ଆରବିଆଇ।  ଫ୍ୟାକ୍ଟ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଆରବିଆଇ ସ୍ପଷ୍ଟ କରିଛି ଯେ ସେ ଏପରି କୌଣସି ନିଷ୍ପତ୍ତି ନେଇ ନାହିଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ୬ ଜୁନରେ ଓଡ଼ିଶା ଭାସ୍କର ନିଜ […]

Continue Reading