ଉତ୍ତରପ୍ରଦେଶର ଏକ ପୁରୁଣା ଦଙ୍ଗାର ଫୋଟୋକୁ ନିକଟରେ କାନପୁର ସହରରେ ହେଇଥିବା ଦଙ୍ଗା ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ କାନପୁର ସହରରେ ଦଙ୍ଗା ହେଇଥିବାର ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ବର୍ତ୍ତମା ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅନେକ ଲୋକେ ପଥର ଫୋପାଡୁଛନ୍ତି।  ଫୋଟୋ ଭାଇରାଲ କରି ଦାବି କରା ଯାଇଛି ଯେ ଏହି ଫୋଟୋ ନିକଟରେ କାନପୁରରେ ହେଇଥିବା ଦଙ୍ଗା ସମୟର ଫୋଟୋ ଅଟେ।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading