କ’ଣ ଗାଡିରେ ଲାଗିଥିବା ଫାଷ୍ଟ୍ ଟ୍ୟାଗ୍ କାର୍ଡରୁ ଯେକୌଣସି ସ୍କାନର ବ୍ୟବହାର କରି ଟଙ୍କା ଚୋରୀ କରିବା ସମ୍ଭବ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଗୋଟିଏ ଛୋଟ ପିଲା ଗାଡି ସଫା କରିବା ବାହାନାରେ ଫାଷ୍ଟ୍ ଟ୍ୟାଗରୁ ଟଙ୍କା କ୍ଝୋରୀ କରୁଛି। ଭିଡିଓରର ୬ ସେକେଣ୍ଡ ଆମୟରୁ ୧୬ ସେକେଣ୍ଡ ସମୟ ମଧ୍ୟରେ ସେହି ଦୃଶ୍ୟ ଦେଖି ହେବ।  ଦାବି ଅନୁଯାୟୀ ଫାଷ୍ଟ୍ ଟ୍ୟାଗ୍ କାର୍ଡରୁ ଯେକୌଣସି ସ୍କାନର ବ୍ୟବହାର କରି ଟଙ୍କା ଚୋରୀ କରିବା ସମ୍ଭବ ଅଟେ।  ଏହି ଭିଡିଓର ସତ୍ୟତା ଯାଞ୍ଚ କରିବା ପାଇଁ […]

Continue Reading

ରାହୁଲ ଗାନ୍ଧୀ ଉଦୟପୁରର ଟେଲର କାନହୟା ଲାଲଙ୍କ ହତ୍ୟାକାରୀଙ୍କୁ ଛୁଆ ବୋଲି କହିଥିଲେ ?

କଂଗ୍ରେସ ନେତା ତଥା ୱାୟାନାଦ ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେରଳର କଂଗ୍ରେସ ନେତାମାନେ ଶ୍ରୀ ଗାନ୍ଧୀ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିବ। ଯେଉଁଥିରେ ୟୂଜର୍ସମାନେ ଦାବି କରିଛନ୍ତି ଯେ, ରାହୁଲ ଖାଁ କହୁଛି କହ୍ନେୟା ଲାଲ୍ ଙ୍କ ହତ୍ୟାକାରୀ ହେଉଛନ୍ତି ନିରୀହ ଛୁଆ ଗୁଡ଼ାକ ଯେଉଁ ମାନେ ଆବେଗରେ ଭାସି ଏହି ଜଘନ୍ୟ ଅପରାଧ କରିଛନ୍ତି।  ତେବେ ରାହୁଲ ଗାନ୍ଧୀଙ୍କ ଏହି ଭିଡିଓକୁ ଭାଇରାଲ କରି ତାଙ୍କ […]

Continue Reading

କ’ଣ ନୁପୁର ଶର୍ମା କେସ୍ ର ବିଚାରପତି ଜଜ୍ ଜେ.ବି.ପାଦ୍ରୀୱାଲା ଜଣେ କଂଗ୍ରେସ ବିଧାୟକ ଥିଲେ? ଜାଣନ୍ତୁ ସତ୍ୟ।

୧ ଜୁଲାଇ ୨୦୨୨ ରେ ନୁପୁର ଶର୍ମାଙ୍କ ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମ୍ କୋର୍ଟର ଜଜ୍ ସୂର୍ଯ୍ୟକାନ୍ତ ଏବଂ ଜେ.ବି. ପାଦ୍ରୀୱାଲା, ନୁପୁର ଶର୍ମାଙ୍କୁ ନିନ୍ଦା କରି କହିଛନ୍ତି ଯେ ତାଙ୍କ ବିବାଦୀୟ ବିବୃତ୍ତି କାରଣରୁ ଦେଶରେ ସମ୍ପ୍ରଦାୟିକ ନିଆ ଲାଗିଛି। ସେଥିପାଇଁ ତାଙ୍କୁ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ।  ସୁପ୍ରିମ୍ କୋର୍ଟର ଏହି ବିବୃତ୍ତି ପରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହିତ ଜଣେ ବିଚାରପତିଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ […]

Continue Reading