କ’ଣ ଜଣେ ମୁସ୍ଲିମ ଜିମ୍ ଟ୍ରେନର ମହିଳାଙ୍କ ସହିତ ଦୁର୍ବ୍ୟବହାର କରି ଜିମ୍ ଜିହାଦ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ଜଣେ ଜିମ୍ ଟ୍ରେନର ଏବଂ ଏକ ମହିଳାଙ୍କ ଏକ ପୁରୁଣା ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଇଛି ଯେ ଏହି ଜିମ୍ ଟ୍ରେନର ଜଣେ ମୁଆଲ୍ମାନ ଅଟନ୍ତି ଯିଏ ଫୋଟୋରେ ଥିବା ମହିଳାଙ୍କୁ ଭୁଲ ଭାବରେ ସ୍ପର୍ଶ କରୁଛନ୍ତି। ଏହା ସହିତ ଦାବି କରା ଯାଇଛି ଯେ ମୁସ୍ଲିମ ମାନେ ଟ୍ରେନର ହେବା ତାଲିମ ନେଇ ବର୍ତ୍ତମାନ ଜିମ୍ ଜିହାଦ ଆରମ୍ଭ କରିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

ମଦୁରାଇ ଚିତୀରାଇ ପର୍ବର ଭିଜୁଆଲକୁ 2022 ପୁରି ରଥ ଯାତ୍ରା ଭିଜୁଆଲ୍ ଦାବିରେ ଭାଇରାଲ କରାଯାଉଛି।

ପୁରୀରେ ଜଗନ୍ନାଥଙ୍କ ରଥ ଯାତ୍ରାର ଭିଜୁଆଲ ଦାବିରେ ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହୋଇଛି ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ରଥ ଟାଣୁଥିବାର ନଜର ଆସୁଛନ୍ତି। ରଥ ଯାତ୍ରା ଏକ ରଙ୍ଗୀନ ପର୍ବ, ଯାହା ଦେଶର ବିଭିନ୍ନ ସ୍ଥାନ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ପ୍ରତିବର୍ଷ ଜୁନ୍-ଜୁଲାଇରେ ପୁରୀକୁ ଆକର୍ଷିତ କରିଥାଏ। Rajesh Sahoo Swarnkar ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, […]

Continue Reading

କ’ଣ ବନ୍ୟା ପାଣିରେ ଭାସି ଯାଉଥିବା ବ୍ୟକ୍ତିକୁ ଏକ ହାତୀ ରକ୍ଷା କରୁଥିବା ଭିଡିଓ ଭାରତର? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବନ୍ୟା ପାଣିରେ ଭାସି ଯାଉଥିବା ଜଣେ ବ୍ୟକ୍ତିକୁ ଗୋଟିଏ ହାତୀ ଉଦ୍ଧାର କରୁଛି। ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ଏହି ଘଟଣା ଭାରତରେ ଘଟିଛି।  ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ଭାରତର ନୁହେଁ ବରଂ ଥାଇଲାଣ୍ଡ ଦେଶର ଅଟେ।  କ’ଣ କୁହା ଯାଇଛି ପୋଷ୍ଟରେ? ଭିଡିଓ ସହିତ କୁହା ଯାଇଛି, “ଏଥିପାଇଁ ସନାତନ […]

Continue Reading